ଜାପାନ: ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ। ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧ ରେକର୍ଡ କରାଯାଇଛି। ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶୁ ଦ୍ୱୀପ ଓ ଶିକୋକୁରେ ଭୂମିକମ୍ପ ଅନୁଭୂତ ହୋଇଛି। ଦୁଇ ଦୁଇଟି ଭୂମିକମ୍ପ ଝଟ୍କା ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି।
ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି