ନୂଆଦିଲ୍ଲୀ: କରୋନାକୁ ହରାଇବା ପାଇଁ ଟିକାକରଣ ଉପରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ଏଣିକା ଟିକା ଦିଆଯିବ। ମାର୍ଚ୍ଚ ୧୬ ଅର୍ଥାତ ବୁଧବାରରୁ ପିଲାମାନଙ୍କୁ କରୋନା ଟିକା ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି।