ବଜେଟ୍ ୨୦୨୫-୨୬: ଜାଣନ୍ତୁ କ’ଣ ହେଲା ଶସ୍ତା …

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପିତ ହୋଇଛି ୨୦୨୫-୨୬ ବଜେଟ୍‌ । ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯେଉଁଥିରେ ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି । ବଜେଟ୍‌ରେ ମୋଟ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ କିଛି ସାମଗ୍ରୀ ମହଙ୍ଗା ମଧ୍ୟ ହୋଇଛି । ତେବେ ଜାଣିରଖନ୍ତୁ କେଉଁ କେଉଁ ଜିନିଷ ଶସ୍ତା ହୋଇଛି। ଶସ୍ତା ସାମଗ୍ରୀ -ମୋବାଇଲ ଫୋନ […]

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପିତ ହୋଇଛି ୨୦୨୫-୨୬ ବଜେଟ୍‌ । ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯେଉଁଥିରେ ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି । ବଜେଟ୍‌ରେ ମୋଟ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ କିଛି ସାମଗ୍ରୀ ମହଙ୍ଗା ମଧ୍ୟ ହୋଇଛି । ତେବେ ଜାଣିରଖନ୍ତୁ କେଉଁ କେଉଁ ଜିନିଷ ଶସ୍ତା ହୋଇଛି।

ଶସ୍ତା ସାମଗ୍ରୀ

-ମୋବାଇଲ ଫୋନ ଶସ୍ତା ହେବ

-ଜୀବନ ରକ୍ଷାକାରୀ ୩୬ ଔଷଧ ଶସ୍ତା ହେବ

-LED ଟିଭି ଶସ୍ତା ହେବ

-କପଡ଼ା ସାମଗ୍ରୀ ଶସ୍ତା ହେବ

-ଇଭିକାର୍ ଶସ୍ତା ହେବ

-ସାମୁଦ୍ରିକ ଖାଦ୍ୟ ଶସ୍ତା ହେବ

-ବୈଦ୍ୟୁତିକ ସାମଗ୍ରୀ ଶସ୍ତା ହେବ

-ଶସ୍ତା ହେବ ଚମଡ଼ାଜାତ ଦ୍ରବ୍ୟ, ହ୍ରାସ ହେଲା କର

-ଲିଥିୟମ ବ୍ୟାଟେରୀ ମଧ୍ୟ ଶସ୍ତା

About The Author: The Sakala