ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ! : ଋଷ ଉପରେ ଆକ୍ରମଣ ପାଇଁ ବ୍ରିଟେନ୍ ଏୟାରଫୋର୍ସ ବେସରୁ ଉଡାଣ ଭରିଲା ଆମେରିକାର ବୋମା ବର୍ଷଣକାରୀ ବିମାନ

The Sakala Picture
Published On

ୱାଶିଂଟନ୍ : ଆରମ୍ଭ ହୋଇଛି ୟୁକ୍ରେନ-ଋଷିଆ ଯୁଦ୍ଧ । ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧର ଘୋଷଣା କରିଛନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଋଷର ଘୋଷଣା ପରେ ସ୍ଥିତି ଉଗ୍ର ରୂପ ନେବାରେ ଲାଗିଛି।  ୟୁକ୍ରେନର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାର ଖବର ସାମ୍ନାକୁ ଆସିଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅଚଳ ହୋଇଯାଇଛି। ଋଷ ପକ୍ଷରୁ ନିର୍ଦ୍ଦିଷ୍ଟ ଟାର୍ଗେଟକୁ ହିଟ୍‌ କରିପାରୁଥିବା ମିସାଇଲ ଦ୍ୱାରା ୟୁକ୍ରେନର […]

ୱାଶିଂଟନ୍ : ଆରମ୍ଭ ହୋଇଛି ୟୁକ୍ରେନ-ଋଷିଆ ଯୁଦ୍ଧ । ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧର ଘୋଷଣା କରିଛନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଋଷର ଘୋଷଣା ପରେ ସ୍ଥିତି ଉଗ୍ର ରୂପ ନେବାରେ ଲାଗିଛି।  ୟୁକ୍ରେନର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାର ଖବର ସାମ୍ନାକୁ ଆସିଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅଚଳ ହୋଇଯାଇଛି। ଋଷ ପକ୍ଷରୁ ନିର୍ଦ୍ଦିଷ୍ଟ ଟାର୍ଗେଟକୁ ହିଟ୍‌ କରିପାରୁଥିବା ମିସାଇଲ ଦ୍ୱାରା ୟୁକ୍ରେନର ସାମରିକ ଭିତ୍ତିଭୂମି ଗୁଡ଼ିକ ଉପରେ ହମଲା କରାଯାଇଛି। ଏହି ହମଲାରେ ସାମାରିକ ଭିତ୍ତିଭୂମି, ଏୟାର ଡିଫେନ୍ସ ସିଷ୍ଟମ, ମିଲିଟାରୀ ଏୟାରଫିଲ୍ଡ ଓ ସେନା ବାହିନୀ ବ୍ୟବହାର କରୁଥିବା ବିମାନବନ୍ଦର ଗୁଡ଼ିକୁ ଅଚଳ କରି ଦିଆଯାଇଛି ବୋଲି ଋଷ କହିଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ଗୋଟିଏ ପରେ ଋଷ ଗୋଟିଏ ପରେ ଗୋଟିଏ ମିସାଇଲ ଆକ୍ରମଣ କରି ୟୁକ୍ରେନରଅନେକ ସହରକୁ କବଜା କରିଲାଣି । ସେପଟେ ଚୁପ୍ ଥିବା ଆମେରିକା ଋଷ ଅଭିମୁଖେ ବୋମାବର୍ଷୀ ବିମାନ ପଠାଇଥିବା ସୂଚନା ମିଳିଛି ।ବ୍ରିଟେନ୍ ଏୟାରଫୋର୍ସ ବେସରୁ ଆମେରିକା ବିମାନ ବାହାରିଛି । ଆମେରିକାର ୨ଟି ବୋମା ବର୍ଷଣକାରୀ ବିମାନ ଉଡିଛି । ଯେକୌଣସି ମୂର୍ହୂତ୍ତରେ ଆମେରିକା ଆକ୍ରମଣ କରିପାରେ ବୋଲି ଜଣାପଡିଛି । ଅନ୍ୟପଟେ ଆମେରିକା ପୂର୍ବ ୟୁରୋପକୁ ଅଧିକ ସୈନ୍ୟ ପଠାଇବା ପାଇଁ ଘୋଷଣା କରିଛି ।ପ୍ରାୟ ୮୦୦ ଟ୍ରୁପ, ହେଲିକପ୍ଟର ଓ ବିମାନ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଆମେରିକା ପ୍ରେସ ସଚିବ ଜନ କ୍ରିବି।

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

ଏଥି ପୂର୍ବରୁ ମଧ୍ୟ ଋଷର ଏହି ଆଭିମୁଖ୍ୟକୁ ନେଇ କଡ ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆମେ ଏହାର ଜବାବ ଦେବୁ । ଋଷ ଘୋଷଣା କରିଛି ୟୁକ୍ରେନକୁ ଦଖଲ କରିବାକୁ ଋଷର କୌଣସି ଇଚ୍ଛା ନାହିଁ । ହେଲେ ଆକ୍ରମଣ କରିଛ ଯାହା ନିନ୍ଦନିୟ। ଆକ୍ରମଣରେ  ଯେଉଁ ମୃତ୍ୟୁ ହୋଇଛି ତାହା ପାଇଁ ବେଳେ ଋଷ ହିଁ ଦାୟୀ ବୋଲି ବାଇଡେନ କହିଛନ୍ତି । ପୁରା ସ୍ଥିତି ଉପରେ ଆମେରିକା ନଜର ରଖିଛି ଏବଂ ବିଶ୍ୱ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କଲେ ଋଷ ତାର ପରିଣାମ ଭୋଗିବ ବୋଲି ଆଜି ଜୋ ବାଇଡେନ୍ ପ୍ରେସ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ।ଏହା ସହିତ ଆସନ୍ତାକାଲି ଜି-୭ ରାଷ୍ଟ୍ରନେତାଙ୍କୁ ଜରୁରୀକାଳୀନ ବୈଠକ ପାଇଁ ଆମନ୍ତ୍ରୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି । ନାଟୋ ସହଯୋଗୀ ଦେଶ ମାନଙ୍କ ସହିତ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

24 Feb 2022 By The Sakala

ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ! : ଋଷ ଉପରେ ଆକ୍ରମଣ ପାଇଁ ବ୍ରିଟେନ୍ ଏୟାରଫୋର୍ସ ବେସରୁ ଉଡାଣ ଭରିଲା ଆମେରିକାର ବୋମା ବର୍ଷଣକାରୀ ବିମାନ

ୱାଶିଂଟନ୍ : ଆରମ୍ଭ ହୋଇଛି ୟୁକ୍ରେନ-ଋଷିଆ ଯୁଦ୍ଧ । ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧର ଘୋଷଣା କରିଛନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଋଷର ଘୋଷଣା ପରେ ସ୍ଥିତି ଉଗ୍ର ରୂପ ନେବାରେ ଲାଗିଛି।  ୟୁକ୍ରେନର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାର ଖବର ସାମ୍ନାକୁ ଆସିଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅଚଳ ହୋଇଯାଇଛି। ଋଷ ପକ୍ଷରୁ ନିର୍ଦ୍ଦିଷ୍ଟ ଟାର୍ଗେଟକୁ ହିଟ୍‌ କରିପାରୁଥିବା ମିସାଇଲ ଦ୍ୱାରା ୟୁକ୍ରେନର ସାମରିକ ଭିତ୍ତିଭୂମି ଗୁଡ଼ିକ ଉପରେ ହମଲା କରାଯାଇଛି। ଏହି ହମଲାରେ ସାମାରିକ ଭିତ୍ତିଭୂମି, ଏୟାର ଡିଫେନ୍ସ ସିଷ୍ଟମ, ମିଲିଟାରୀ ଏୟାରଫିଲ୍ଡ ଓ ସେନା ବାହିନୀ ବ୍ୟବହାର କରୁଥିବା ବିମାନବନ୍ଦର ଗୁଡ଼ିକୁ ଅଚଳ କରି ଦିଆଯାଇଛି ବୋଲି ଋଷ କହିଛି।

ଗୋଟିଏ ପରେ ଋଷ ଗୋଟିଏ ପରେ ଗୋଟିଏ ମିସାଇଲ ଆକ୍ରମଣ କରି ୟୁକ୍ରେନରଅନେକ ସହରକୁ କବଜା କରିଲାଣି । ସେପଟେ ଚୁପ୍ ଥିବା ଆମେରିକା ଋଷ ଅଭିମୁଖେ ବୋମାବର୍ଷୀ ବିମାନ ପଠାଇଥିବା ସୂଚନା ମିଳିଛି ।ବ୍ରିଟେନ୍ ଏୟାରଫୋର୍ସ ବେସରୁ ଆମେରିକା ବିମାନ ବାହାରିଛି । ଆମେରିକାର ୨ଟି ବୋମା ବର୍ଷଣକାରୀ ବିମାନ ଉଡିଛି । ଯେକୌଣସି ମୂର୍ହୂତ୍ତରେ ଆମେରିକା ଆକ୍ରମଣ କରିପାରେ ବୋଲି ଜଣାପଡିଛି । ଅନ୍ୟପଟେ ଆମେରିକା ପୂର୍ବ ୟୁରୋପକୁ ଅଧିକ ସୈନ୍ୟ ପଠାଇବା ପାଇଁ ଘୋଷଣା କରିଛି ।ପ୍ରାୟ ୮୦୦ ଟ୍ରୁପ, ହେଲିକପ୍ଟର ଓ ବିମାନ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଆମେରିକା ପ୍ରେସ ସଚିବ ଜନ କ୍ରିବି।

ଏଥି ପୂର୍ବରୁ ମଧ୍ୟ ଋଷର ଏହି ଆଭିମୁଖ୍ୟକୁ ନେଇ କଡ ନିନ୍ଦା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆମେ ଏହାର ଜବାବ ଦେବୁ । ଋଷ ଘୋଷଣା କରିଛି ୟୁକ୍ରେନକୁ ଦଖଲ କରିବାକୁ ଋଷର କୌଣସି ଇଚ୍ଛା ନାହିଁ । ହେଲେ ଆକ୍ରମଣ କରିଛ ଯାହା ନିନ୍ଦନିୟ। ଆକ୍ରମଣରେ  ଯେଉଁ ମୃତ୍ୟୁ ହୋଇଛି ତାହା ପାଇଁ ବେଳେ ଋଷ ହିଁ ଦାୟୀ ବୋଲି ବାଇଡେନ କହିଛନ୍ତି । ପୁରା ସ୍ଥିତି ଉପରେ ଆମେରିକା ନଜର ରଖିଛି ଏବଂ ବିଶ୍ୱ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କଲେ ଋଷ ତାର ପରିଣାମ ଭୋଗିବ ବୋଲି ଆଜି ଜୋ ବାଇଡେନ୍ ପ୍ରେସ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ।ଏହା ସହିତ ଆସନ୍ତାକାଲି ଜି-୭ ରାଷ୍ଟ୍ରନେତାଙ୍କୁ ଜରୁରୀକାଳୀନ ବୈଠକ ପାଇଁ ଆମନ୍ତ୍ରୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି । ନାଟୋ ସହଯୋଗୀ ଦେଶ ମାନଙ୍କ ସହିତ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର