ଇଟାଲୀରୁ ଆସିଲା ଭିନ୍ନ ଚ୍ଚିତ୍ର: କରୋନା ରୋଗୀଙ୍କ ସହ ପାର୍ଟି କରିବାକୁ ଲୋକେ ଦେଉଛନ୍ତି ୧୦ ହଜାର ଟଙ୍କା

The Sakala Picture
Published On

ରୋମ୍‌: ବିଶ୍ବରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ ଇଟାଲୀରେ କିଛି ଲୋକ ସଂକ୍ରମିତଙ୍କ ସହ ପାର୍ଟି କରିବାରେ ବ୍ୟସ୍ତ ଅଛନ୍ତି। ରୋଗୀଙ୍କ ସହ ପାର୍ଟି କରିବାକୁ ଲୋକେ ୧୬୦ ଡଲାର (ପ୍ରାୟ ୧୦ ହଜାର ଟଙ୍କା) ଟଙ୍କା ଦେଉଛନ୍ତି। ସୂଚନା ଅନୁଯାୟୀ ଏଠାକାର ଯୁବ ବର୍ଗ ଟିକା ନେବାକୁ ଚାହୁଁନାହାନ୍ତି। ଟିକା ଶରୀରର କ୍ଷତି କରିବ ବୋଲି ସେମାନେ ଭାବୁଛନ୍ତି। ସଂକ୍ରମିତଙ୍କ ସହ ରାତ୍ର ଭୋଜନ ତଥା ପାର୍ଟି କରୁଥିବା ଲୋକଙ୍କୁ ‘ଆଣ୍ଟି ଭ୍ୟାକ୍ସର’ କୁହାଯାଉଛି। ତେବେ […]

ରୋମ୍‌: ବିଶ୍ବରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ ଇଟାଲୀରେ କିଛି ଲୋକ ସଂକ୍ରମିତଙ୍କ ସହ ପାର୍ଟି କରିବାରେ ବ୍ୟସ୍ତ ଅଛନ୍ତି। ରୋଗୀଙ୍କ ସହ ପାର୍ଟି କରିବାକୁ ଲୋକେ ୧୬୦ ଡଲାର (ପ୍ରାୟ ୧୦ ହଜାର ଟଙ୍କା) ଟଙ୍କା ଦେଉଛନ୍ତି। ସୂଚନା ଅନୁଯାୟୀ ଏଠାକାର ଯୁବ ବର୍ଗ ଟିକା ନେବାକୁ ଚାହୁଁନାହାନ୍ତି। ଟିକା ଶରୀରର କ୍ଷତି କରିବ ବୋଲି ସେମାନେ ଭାବୁଛନ୍ତି। ସଂକ୍ରମିତଙ୍କ ସହ ରାତ୍ର ଭୋଜନ ତଥା ପାର୍ଟି କରୁଥିବା ଲୋକଙ୍କୁ ‘ଆଣ୍ଟି ଭ୍ୟାକ୍ସର’ କୁହାଯାଉଛି। ତେବେ ଇଟାଲୀ ସରକାର ଫେବୃଆରୀ ୧ରୁ ୫୦ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଟିକାକୁ ବାଧ୍ୟତାମୂଳକ କରିଦେଇଛନ୍ତି। ଟିକା ନ ନେଉଥିବା ଲୋକ ଚାକିରି ହରାଇବେ। ଏହା ପରଠାରୁ ଲୋକେ ସଂକ୍ରମିତଙ୍କ ସହ ମିଳାମିଶା କରିବା ଆରମ୍ଭ କରିଦେଇଛନ୍ତି। ଏପରି କରିବା ଦ୍ବାରା ସଂକ୍ରମିତ ହୋଇ ଠିକ୍‌ ହୋଇଯିବେ ଏବଂ ଟିକା ନେବାରୁ ବର୍ତ୍ତିଯିବେ ବୋଲି ସେମାନେ ଭାବୁଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର