ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ଟିମ୍ ଇଣ୍ଡିଆର ଆଉ ୨ ଖେଳାଳି କରୋନା ପଜିଟିଭ୍

The Sakala Picture
Published On

ନୂଆଦିଲ୍ଲୀ:  ଟିମ ଇଣ୍ଡିଆର ଖେଳାଳିଙ୍କୁ ସଂକ୍ରମିତ କରୁଛି ମହାମାରୀ କରୋନା । ଭାରତ ଓ ଶ୍ରୀଲଙ୍କା ସିରିଜର ୩ୟ ମ୍ୟାଚ ଗୁରୁବାର ଦିନ ଖେଳାଯାଇଥିଲା । ଏବେ ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ ହୋଇଛନ୍ତି । ଯୁଜଭେନ୍ଦ୍ର ଚହଲ ଓ କୃଷ୍ଣପ୍ପା ଗୌଥମ ଅଲାରାଉଣ୍ଡର କ୍ରୁନାଲପାଣ୍ଡ୍ୟାଙ୍କ ସମ୍ପର୍କରେ ଥିଲେ। ଏହି ୨ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର ଅଂଶୀଦାର ଥିଲେ । ପାଣ୍ଡ୍ୟା ୨୭ […]

ନୂଆଦିଲ୍ଲୀ:  ଟିମ ଇଣ୍ଡିଆର ଖେଳାଳିଙ୍କୁ ସଂକ୍ରମିତ କରୁଛି ମହାମାରୀ କରୋନା । ଭାରତ ଓ ଶ୍ରୀଲଙ୍କା ସିରିଜର ୩ୟ ମ୍ୟାଚ ଗୁରୁବାର ଦିନ ଖେଳାଯାଇଥିଲା । ଏବେ ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ ହୋଇଛନ୍ତି । ଯୁଜଭେନ୍ଦ୍ର ଚହଲ ଓ କୃଷ୍ଣପ୍ପା ଗୌଥମ ଅଲାରାଉଣ୍ଡର କ୍ରୁନାଲପାଣ୍ଡ୍ୟାଙ୍କ ସମ୍ପର୍କରେ ଥିଲେ। ଏହି ୨ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର ଅଂଶୀଦାର ଥିଲେ । ପାଣ୍ଡ୍ୟା ୨୭ ଜୁଲାଇରେ କରୋନା ପଜିଟିଭ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ବର୍ତ୍ତମାନ ୩ ଦିନ ପରେ ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ ପଜିଟିଭି ଚିହ୍ନଟ ହୋଇଛନ୍ତ । ଚହଲ ଏବଂ ଗୌତମଙ୍କ ବ୍ୟତୀତ ହାର୍ଦ୍ଦିକ, ସୂର୍ଯ୍ୟକୁମାର, ପୃଥ୍ୱୀ ଶ, ମନୀଷ ପାଣ୍ଡେ ଏବଂ ଇଶାନ ଶିଷନ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ହେଲେ ଏମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ଖେଳାଳିଙ୍କୁ ମ୍ୟାଚ ସମୟରେ କରୋନା ହେବା ଏକ ଚିନ୍ତାର ବିଷୟ ପାଲଟିଛି ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

30 Jul 2021 By The Sakala

ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ଟିମ୍ ଇଣ୍ଡିଆର ଆଉ ୨ ଖେଳାଳି କରୋନା ପଜିଟିଭ୍

ନୂଆଦିଲ୍ଲୀ:  ଟିମ ଇଣ୍ଡିଆର ଖେଳାଳିଙ୍କୁ ସଂକ୍ରମିତ କରୁଛି ମହାମାରୀ କରୋନା । ଭାରତ ଓ ଶ୍ରୀଲଙ୍କା ସିରିଜର ୩ୟ ମ୍ୟାଚ ଗୁରୁବାର ଦିନ ଖେଳାଯାଇଥିଲା । ଏବେ ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ ହୋଇଛନ୍ତି । ଯୁଜଭେନ୍ଦ୍ର ଚହଲ ଓ କୃଷ୍ଣପ୍ପା ଗୌଥମ ଅଲାରାଉଣ୍ଡର କ୍ରୁନାଲପାଣ୍ଡ୍ୟାଙ୍କ ସମ୍ପର୍କରେ ଥିଲେ। ଏହି ୨ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର ଅଂଶୀଦାର ଥିଲେ । ପାଣ୍ଡ୍ୟା ୨୭ ଜୁଲାଇରେ କରୋନା ପଜିଟିଭ ହୋଇଥିଲେ।

ବର୍ତ୍ତମାନ ୩ ଦିନ ପରେ ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ ପଜିଟିଭି ଚିହ୍ନଟ ହୋଇଛନ୍ତ । ଚହଲ ଏବଂ ଗୌତମଙ୍କ ବ୍ୟତୀତ ହାର୍ଦ୍ଦିକ, ସୂର୍ଯ୍ୟକୁମାର, ପୃଥ୍ୱୀ ଶ, ମନୀଷ ପାଣ୍ଡେ ଏବଂ ଇଶାନ ଶିଷନ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ । ହେଲେ ଏମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ଖେଳାଳିଙ୍କୁ ମ୍ୟାଚ ସମୟରେ କରୋନା ହେବା ଏକ ଚିନ୍ତାର ବିଷୟ ପାଲଟିଛି ।

https://www.thesakala.in/sports/after-krunal-pandya-yuzvendra-chahal-krishnappa-gowtham-test-positive-for-covid-19/article-4229
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର