ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୦୮୭ ପଜିଟିଭ

The Sakala Picture
Published On

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦୮୭ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୭୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩୨୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧୨୮୮୭ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ […]

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦୮୭ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୭୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩୨୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧୨୮୮୭ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୮୪ ସଂକ୍ରମିତ ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଅନୁଗୁଳରୁ ୭୮ , ବାଲେଶ୍ୱରରୁ ୨୪୬ , ବରଗଡ଼ ୩୬ , ଭଦ୍ରକ ୧୪୫, ବଲାଙ୍ଗୀର ୨୧ , ବୌଦ୍ଧ ୩୫ , କଟକ ୪୬୨ , ଦେବଗଡ଼ ୩ , ଢେଙ୍କାନାଳ ୯୫, ଗଜପତି ୧୬ , ଗଞ୍ଜାମ ୨୨ , ଜଗତସିଂହପୁର ୬୦ , ଯାଜପୁର ୨୦୫ , ଝାରସୁଗୁଡ଼ା ୫ , କଳାହାଣ୍ଡି ୧୭ , କନ୍ଧମାଳ ୨୮ , କେନ୍ଦ୍ରାପଡ଼ା ୭୦ , କେନ୍ଦୁଝର ୭୨ , କୋରାପୁଟ ୭୭ , ମାଲକାନଗିରି ୮୪ , ମୟୂରଭଞ୍ଜ ୧୫୪ , ନବରଙ୍ଗପୁର ୩୫ , ନୟାଗଡ଼ ୧୧୦ , ନୂଆପଡ଼ା ୬ , ପୁରୀ ୧୮୯ , ରାୟଗଡ଼ା ୨୧, ସମ୍ୱଲପୁର ୩୧, ସୋନପୁର ୨୪ , ସୁନ୍ଦରଗଡ଼ ୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

01 Jul 2021 By The Sakala

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୦୮୭ ପଜିଟିଭ

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦୮୭ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୭୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩୨୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧୨୮୮୭ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୮୪ ସଂକ୍ରମିତ ।

ଅନୁଗୁଳରୁ ୭୮ , ବାଲେଶ୍ୱରରୁ ୨୪୬ , ବରଗଡ଼ ୩୬ , ଭଦ୍ରକ ୧୪୫, ବଲାଙ୍ଗୀର ୨୧ , ବୌଦ୍ଧ ୩୫ , କଟକ ୪୬୨ , ଦେବଗଡ଼ ୩ , ଢେଙ୍କାନାଳ ୯୫, ଗଜପତି ୧୬ , ଗଞ୍ଜାମ ୨୨ , ଜଗତସିଂହପୁର ୬୦ , ଯାଜପୁର ୨୦୫ , ଝାରସୁଗୁଡ଼ା ୫ , କଳାହାଣ୍ଡି ୧୭ , କନ୍ଧମାଳ ୨୮ , କେନ୍ଦ୍ରାପଡ଼ା ୭୦ , କେନ୍ଦୁଝର ୭୨ , କୋରାପୁଟ ୭୭ , ମାଲକାନଗିରି ୮୪ , ମୟୂରଭଞ୍ଜ ୧୫୪ , ନବରଙ୍ଗପୁର ୩୫ , ନୟାଗଡ଼ ୧୧୦ , ନୂଆପଡ଼ା ୬ , ପୁରୀ ୧୮୯ , ରାୟଗଡ଼ା ୨୧, ସମ୍ୱଲପୁର ୩୧, ସୋନପୁର ୨୪ , ସୁନ୍ଦରଗଡ଼ ୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର