ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ କଲା ଲେବାନନ, ଜବାବ ଦେଲା ଆଇଡିଏଫ

The Sakala Picture
Published On

ତେଲ ଆଭିଭ: ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ । ଏହାରି ମଧ୍ୟରେ ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ କରିଛି ଲେବାନନ । ଲେବାନନରୁ ୩ଟି ବିମାନ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରିଥିଲା । ଗୋଟିଏକୁ ଆଇଡିଏଫର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଟକାଇଥିବା ବେଳେ ଅନ୍ୟ ଦୁଇଟି ଉତ୍ତରରେ ପଡ଼ିଥିବା ସୂଚନା ମିଳିଛି । ଏୟାର ଷ୍ଟ୍ରାଇକ୍ ପାଇଁ ଲେବନାନ ସୀମାରୁ ୩ଟି ଲଢୁଆ ବିମାନ ଉଡ଼ି ଇସ୍ରାଏଲ ସୀମାରେ ପ୍ରବେଶ […]

ତେଲ ଆଭିଭ: ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ । ଏହାରି ମଧ୍ୟରେ ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ କରିଛି ଲେବାନନ । ଲେବାନନରୁ ୩ଟି ବିମାନ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରିଥିଲା । ଗୋଟିଏକୁ ଆଇଡିଏଫର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଟକାଇଥିବା ବେଳେ ଅନ୍ୟ ଦୁଇଟି ଉତ୍ତରରେ ପଡ଼ିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

ଏୟାର ଷ୍ଟ୍ରାଇକ୍ ପାଇଁ ଲେବନାନ ସୀମାରୁ ୩ଟି ଲଢୁଆ ବିମାନ ଉଡ଼ି ଇସ୍ରାଏଲ ସୀମାରେ ପ୍ରବେଶ କରିଥିଲା ।ହିଜବୁଲ୍ଲା ଲେବାନନର ଏକ ଆତଙ୍କବାଦୀ ସଂଗଠନ । ହମାସ ଉପରେ ଇସ୍ରାଏଲର ପ୍ରତିଆକ୍ରମଣ ସହିତ ହିଜବୁଲ୍ଲା ଆତଙ୍କବାଦୀମାନେ ଲେବାନନ ପକ୍ଷରୁ ରକେଟ୍ ଲଞ୍ଚରରେ ଆକ୍ରମଣ କରୁଛନ୍ତି ।ଘଟଣା ପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ବ୍ୟାପକ ହେବା ଆଶଙ୍କା କରାଯାଉଛି । ଏବେ ଇସ୍ରାଏଲ ପକ୍ଷରୁ ଲେବାନନ ଉପରେ ଆକ୍ରମଣକୁ ଆହୁରି ବ୍ୟାପକ କରାଯିବାର ଆଶଙ୍କା କରାଯାଉଛି ।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

11 Nov 2023 By The Sakala

ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ କଲା ଲେବାନନ, ଜବାବ ଦେଲା ଆଇଡିଏଫ

ତେଲ ଆଭିଭ: ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ । ଏହାରି ମଧ୍ୟରେ ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ କରିଛି ଲେବାନନ । ଲେବାନନରୁ ୩ଟି ବିମାନ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରିଥିଲା । ଗୋଟିଏକୁ ଆଇଡିଏଫର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଟକାଇଥିବା ବେଳେ ଅନ୍ୟ ଦୁଇଟି ଉତ୍ତରରେ ପଡ଼ିଥିବା ସୂଚନା ମିଳିଛି ।

ଏୟାର ଷ୍ଟ୍ରାଇକ୍ ପାଇଁ ଲେବନାନ ସୀମାରୁ ୩ଟି ଲଢୁଆ ବିମାନ ଉଡ଼ି ଇସ୍ରାଏଲ ସୀମାରେ ପ୍ରବେଶ କରିଥିଲା ।ହିଜବୁଲ୍ଲା ଲେବାନନର ଏକ ଆତଙ୍କବାଦୀ ସଂଗଠନ । ହମାସ ଉପରେ ଇସ୍ରାଏଲର ପ୍ରତିଆକ୍ରମଣ ସହିତ ହିଜବୁଲ୍ଲା ଆତଙ୍କବାଦୀମାନେ ଲେବାନନ ପକ୍ଷରୁ ରକେଟ୍ ଲଞ୍ଚରରେ ଆକ୍ରମଣ କରୁଛନ୍ତି ।ଘଟଣା ପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ବ୍ୟାପକ ହେବା ଆଶଙ୍କା କରାଯାଉଛି । ଏବେ ଇସ୍ରାଏଲ ପକ୍ଷରୁ ଲେବାନନ ଉପରେ ଆକ୍ରମଣକୁ ଆହୁରି ବ୍ୟାପକ କରାଯିବାର ଆଶଙ୍କା କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର