ଜାମ୍ମୁ-କାଶ୍ମୀରରେ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୪.୯

The Sakala Picture
Published On

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଭୂମିକମ୍ପ ଝଟକା । ରବିବାର ସକାଳେ ଜାମ୍ମୁ-କାଶ୍ମୀର ଓ ହିମାଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଭୂମିକମ୍ପ ଛଟକା ଲାଗିବା ପରେ ଭୟଭୀୟ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିର ରିପୋର୍ଟ ମୁତାବକ, ଭୂମିକମ୍ପର ତୀବ୍ରତା ୪.୯ ରହିଥିଲା । ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୨୨୦ କିଲୋମିଟର ଗଭୀରତାରେ ରହିଛି । ଏହା ଆଫଗାନିସ୍ଥାନ-ତାଜକିସ୍ଥାନ ସୀମାବର୍ତ୍ତୀ ଅଞ୍ଚଳରେ ୭୧.୧୭ […]

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଭୂମିକମ୍ପ ଝଟକା । ରବିବାର ସକାଳେ ଜାମ୍ମୁ-କାଶ୍ମୀର ଓ ହିମାଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଭୂମିକମ୍ପ ଛଟକା ଲାଗିବା ପରେ ଭୟଭୀୟ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ଜୀବନ ହାରିଲେ ନବବଧୂ, ଶାଶୁ ଓ ଶ୍ୱଶୁର ଗିରଫ, ସ୍ୱାମୀ ଫେରାର୍

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିର ରିପୋର୍ଟ ମୁତାବକ, ଭୂମିକମ୍ପର ତୀବ୍ରତା ୪.୯ ରହିଥିଲା । ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୨୨୦ କିଲୋମିଟର ଗଭୀରତାରେ ରହିଛି । ଏହା ଆଫଗାନିସ୍ଥାନ-ତାଜକିସ୍ଥାନ ସୀମାବର୍ତ୍ତୀ ଅଞ୍ଚଳରେ ୭୧.୧୭ ଡିଗ୍ରୀ ପୂର୍ବ ଓ ୩୬.୬୪ ଡିଗ୍ରୀ ଉତ୍ତରରେ ରହିଛି ।  ଆଫଗାନିସ୍ଥାନରେ ସକାଳ ୧୦.୧୯ ମିନିଟ୍ ୫.୨ ତିବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହାର ଝଟକା ଉତ୍ତର ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଲାଗିଛି । ସେହିପରି ରାଜଧାନୀ ଦିଲ୍ଲୀ, ପଞ୍ଜାବ ଓ ହରିୟାଣାର କିଛି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରାଜଗଡ଼ରେ ଲୋମହର୍ଷଣକାରୀ ଘଟଣା: ବୃଦ୍ଧା ଜେଜେମା’ଙ୍କୁ ଦୁଷ୍କର୍ମ ପରେ ନାତିର ବର୍ବର କାଣ୍ଡ, ନାକ ଓ ଜିଭ କାଟି କଲା ହତ୍ୟା

28 May 2023 By The Sakala

ଜାମ୍ମୁ-କାଶ୍ମୀରରେ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୪.୯

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଭୂମିକମ୍ପ ଝଟକା । ରବିବାର ସକାଳେ ଜାମ୍ମୁ-କାଶ୍ମୀର ଓ ହିମାଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଭୂମିକମ୍ପ ଛଟକା ଲାଗିବା ପରେ ଭୟଭୀୟ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ ।

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିର ରିପୋର୍ଟ ମୁତାବକ, ଭୂମିକମ୍ପର ତୀବ୍ରତା ୪.୯ ରହିଥିଲା । ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୨୨୦ କିଲୋମିଟର ଗଭୀରତାରେ ରହିଛି । ଏହା ଆଫଗାନିସ୍ଥାନ-ତାଜକିସ୍ଥାନ ସୀମାବର୍ତ୍ତୀ ଅଞ୍ଚଳରେ ୭୧.୧୭ ଡିଗ୍ରୀ ପୂର୍ବ ଓ ୩୬.୬୪ ଡିଗ୍ରୀ ଉତ୍ତରରେ ରହିଛି ।  ଆଫଗାନିସ୍ଥାନରେ ସକାଳ ୧୦.୧୯ ମିନିଟ୍ ୫.୨ ତିବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହାର ଝଟକା ଉତ୍ତର ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଲାଗିଛି । ସେହିପରି ରାଜଧାନୀ ଦିଲ୍ଲୀ, ପଞ୍ଜାବ ଓ ହରିୟାଣାର କିଛି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି ।

https://www.thesakala.in/national-international/4-9-magnitude-earthquake-hits-jammu-and-kashmir/article-22066
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର