ଇମ୍ରାନ ଖାନ୍‌ଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ମାମଲା, କୌଣସି ମୁହୂର୍ତ୍ତରେ ହୋଇପାରନ୍ତି ଗିରଫ

The Sakala Picture
Published On

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ ଅଧୀନରେ ରବିବାର ମାମଲା ରୁଜୁ ହୋଇଛି। ସେ ଦୁଇ ଦିନ ତଳେ ଏଠାରେ ଏକ ସଭା କାର୍ଯ୍ୟକ୍ରମରେ ନିଜର ବ୍ୟକ୍ତବ୍ୟ ରଖିଥିଲା ବେଳେ ଉଚ୍ଚ ପୁଲିସ ଅଧିକାରୀ, ବିଚାରପତି ଏବଂ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରି ବିଷ ଓଗାଳିଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା ବେଳେ ତାଙ୍କୁ କୌଣସି ମୁହୂର୍ତ୍ତରେ ଗିରଫ କରାଯାଇପାରେ […]

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ ଅଧୀନରେ ରବିବାର ମାମଲା ରୁଜୁ ହୋଇଛି। ସେ ଦୁଇ ଦିନ ତଳେ ଏଠାରେ ଏକ ସଭା କାର୍ଯ୍ୟକ୍ରମରେ ନିଜର ବ୍ୟକ୍ତବ୍ୟ ରଖିଥିଲା ବେଳେ ଉଚ୍ଚ ପୁଲିସ ଅଧିକାରୀ, ବିଚାରପତି ଏବଂ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରି ବିଷ ଓଗାଳିଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା ବେଳେ ତାଙ୍କୁ କୌଣସି ମୁହୂର୍ତ୍ତରେ ଗିରଫ କରାଯାଇପାରେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ତଳେ ଇମ୍ରାନଙ୍କ ଜଣେ ଅତ୍ୟନ୍ତ ଘନିଷ୍ଠ ସାହାବାଜ୍‌ ଗିଲଙ୍କ ଉପରେ ପୁଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇସଲାମାବାଦରେ ତୀବ୍ର ବିଦ୍ରୋହ ଦେଖାଯାଇଥିଲା। ସାହାବାଜଙ୍କୁ ପୁଲିସ ମାଡ ମାରି ଲହୁଲୁହାଣ କରି ଦେଇଥିଲା ବେଳେ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଇମ୍ରାନଙ୍କୁ ମଧ୍ୟ ଛଡ଼ାଯାଇ ନଥିଲା। ଏହି ଘଟଣାରେ ଜଣେ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ଇସଲାମାବାଦ୍‌ରେ ରାଲି କରି ଇମ୍ରାନ ପୁଲିସ, ନ୍ୟାୟପାଳିକା ଏବଂ ସରକାରୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ।

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

22 Aug 2022 By The Sakala

ଇମ୍ରାନ ଖାନ୍‌ଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ମାମଲା, କୌଣସି ମୁହୂର୍ତ୍ତରେ ହୋଇପାରନ୍ତି ଗିରଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ ଅଧୀନରେ ରବିବାର ମାମଲା ରୁଜୁ ହୋଇଛି। ସେ ଦୁଇ ଦିନ ତଳେ ଏଠାରେ ଏକ ସଭା କାର୍ଯ୍ୟକ୍ରମରେ ନିଜର ବ୍ୟକ୍ତବ୍ୟ ରଖିଥିଲା ବେଳେ ଉଚ୍ଚ ପୁଲିସ ଅଧିକାରୀ, ବିଚାରପତି ଏବଂ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରି ବିଷ ଓଗାଳିଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା ବେଳେ ତାଙ୍କୁ କୌଣସି ମୁହୂର୍ତ୍ତରେ ଗିରଫ କରାଯାଇପାରେ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ତଳେ ଇମ୍ରାନଙ୍କ ଜଣେ ଅତ୍ୟନ୍ତ ଘନିଷ୍ଠ ସାହାବାଜ୍‌ ଗିଲଙ୍କ ଉପରେ ପୁଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇସଲାମାବାଦରେ ତୀବ୍ର ବିଦ୍ରୋହ ଦେଖାଯାଇଥିଲା। ସାହାବାଜଙ୍କୁ ପୁଲିସ ମାଡ ମାରି ଲହୁଲୁହାଣ କରି ଦେଇଥିଲା ବେଳେ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଇମ୍ରାନଙ୍କୁ ମଧ୍ୟ ଛଡ଼ାଯାଇ ନଥିଲା। ଏହି ଘଟଣାରେ ଜଣେ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ଇସଲାମାବାଦ୍‌ରେ ରାଲି କରି ଇମ୍ରାନ ପୁଲିସ, ନ୍ୟାୟପାଳିକା ଏବଂ ସରକାରୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର