By
The Sakala
କାବୁଲ: ଦିନକୁ ଦିନ କାବୁଲରେ ତାଲିବାନୀଙ୍କ ଅରାଜକତା ବଢିବାରେ ଲାଗିଛି। ଏୟରପୋର୍ଟରୁ ୟୁକ୍ରେନ ବିମାନ ବ୍ଯବହୃତ ହୋଇଥିବା ଜଣାପଡ଼ିଛି। ୟୁକ୍ରେନ ନାଗରୀକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ବିମାନଟିକୁ କିଛି ବନ୍ଧୁକଧାରୀ ଅଜ୍ଞାତ ବ୍ୟକ୍ତି ଇରାନ ଆଡକୁ ନେଇଯାଇଥିବା ସୂଚନା । ବିମାନରେ ୮୩ ଜଣ ଯାତ୍ରୀଥିବା ଜଣାପଡ଼ିଛି । ଅପହରଣନେଇ ସ୍ପଷ୍ଟ କରିଛନ୍ତି ୟୁକ୍ରେନ ଡେପୁଟି ବୈଦେଶିକ ମନ୍ତ୍ରୀ । Kiev denies hijacking any Ukrainian evacuation plane in Afghanistan: Tehran Times […]
କାବୁଲ: ଦିନକୁ ଦିନ କାବୁଲରେ ତାଲିବାନୀଙ୍କ ଅରାଜକତା ବଢିବାରେ ଲାଗିଛି। ଏୟରପୋର୍ଟରୁ ୟୁକ୍ରେନ ବିମାନ ବ୍ଯବହୃତ ହୋଇଥିବା ଜଣାପଡ଼ିଛି। ୟୁକ୍ରେନ ନାଗରୀକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ବିମାନଟିକୁ କିଛି ବନ୍ଧୁକଧାରୀ ଅଜ୍ଞାତ ବ୍ୟକ୍ତି ଇରାନ ଆଡକୁ ନେଇଯାଇଥିବା ସୂଚନା । ବିମାନରେ ୮୩ ଜଣ ଯାତ୍ରୀଥିବା ଜଣାପଡ଼ିଛି । ଅପହରଣନେଇ ସ୍ପଷ୍ଟ କରିଛନ୍ତି ୟୁକ୍ରେନ ଡେପୁଟି ବୈଦେଶିକ ମନ୍ତ୍ରୀ ।
About The Author: The Sakala