ବାସ୍ତୁ ଟିପ୍ସ : କେଉଁ ଜିନିଷ ଭୂମି ଉପରେ ରଖିବା ଅନୁଚିତ

ପ୍ରତିଦିନ ଘରେ ପୂଜାପାଠ କରିବା ଦ୍ବାରା ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ। କିନ୍ତୁ ଆମେ ଅଜାଣତରେ ଏମିତି କିଛି ଭୁଲ୍‌ କରିଦେଉ, ଯାହାଦ୍ବାରା ପୂଜାରେ ବିଘ୍ନ ଉତ୍ପନ୍ନ ହୋଇଥାଏ। ଏମିତି କିଛି ପୂଜା ସାମଗ୍ରୀ ଅଛି, ଯାହାକୁ ଭୂମି ଉପରେ ରଖିବା ଆଦୌ ଉଚିତ ନୁହେଁ। ସେସବୁ ହେଉଛି – – ଦୀପକୁ ସବୁେବଳେ ଗୋଟିଏ ଥାଳି ଉପରେ କିମ୍ବା ଦିପଦାନି ଉପରେ ରଖିବା ଉଚିତ। – ପୂଜାସ୍ଥଳକୁ ସଫା କରିବା ସମୟରେ ଅନେକ ଜଣ ମୂର୍ତ୍ତିଗୁଡ଼ିକୁ ଭୂମି […]

ପ୍ରତିଦିନ ଘରେ ପୂଜାପାଠ କରିବା ଦ୍ବାରା ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ। କିନ୍ତୁ ଆମେ ଅଜାଣତରେ ଏମିତି କିଛି ଭୁଲ୍‌ କରିଦେଉ, ଯାହାଦ୍ବାରା ପୂଜାରେ ବିଘ୍ନ ଉତ୍ପନ୍ନ ହୋଇଥାଏ। ଏମିତି କିଛି ପୂଜା ସାମଗ୍ରୀ ଅଛି, ଯାହାକୁ ଭୂମି ଉପରେ ରଖିବା ଆଦୌ ଉଚିତ ନୁହେଁ। ସେସବୁ ହେଉଛି –

ଦୀପକୁ ସବୁେବଳେ ଗୋଟିଏ ଥାଳି ଉପରେ କିମ୍ବା ଦିପଦାନି ଉପରେ ରଖିବା ଉଚିତ।
ପୂଜାସ୍ଥଳକୁ ସଫା କରିବା ସମୟରେ ଅନେକ ଜଣ ମୂର୍ତ୍ତିଗୁଡ଼ିକୁ ଭୂମି ଉପରେ ରଖିଦିଅନ୍ତି। ଏପରି କରନ୍ତୁ ନାହିଁ। ମୂର୍ତ୍ତିଗୁଡ଼ିକୁ ଥାଳି କିମ୍ବା କପଡ଼ା ଉପରେ ରଖନ୍ତୁ।
ଶଙ୍ଖକୁ କେବେ ମଧ୍ୟ ଭୂମି ଉପରେ ରଖନ୍ତୁ ନାହିଁ। ଏହାଦ୍ବାରା ମା’ ଲକ୍ଷ୍ମୀଙ୍କ କୋପଦୃଷ୍ଟି ପଡ଼ିଥାଏ। ଏହାଦ୍ବାରା ଧନହାନି ହେବା ସହ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ।
ସୁନା ଗହଣାକୁ ଭୂମି ଉପରେ ରଖନ୍ତୁ ନାହିଁ। ଏହା ଦେବାଦେବୀଙ୍କୁ ଅପମାନ ଦେବା ସହିତ ସମାନ ବୋଲି ବିଶ୍ବାସ ରହିଛି। ତେଣୁ ସୁନା ଗହଣାକୁ କପଡ଼ାରେ ଗୁଡ଼ାଇ ରଖିବା ଉଚିତ।

About The Author: The Sakala