ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆସନ୍ତୁ ଜାଣିବା….ଆପଣ ଘରେ ବ୍ୟବହାର କରୁଥିବା ଦର୍ପଣ ସହିତ କ’ଣ ଅଛି ବାସ୍ତୁର ସମ୍ପର୍କ

The Sakala Picture
Published On

ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ରହିଛି ଦର୍ପଣ | ଘରୁ ବାହାରିବା ପୂର୍ବରୁ ସମସ୍ତେ ନିଜକୁ ଦର୍ପଣରେ ଦେଖିଥାନ୍ତି । ତେବେ କେବଳ ସଜବାଜ ହେବାପାଇଁ ନୁହେଁ, ଘରର ବାସ୍ତୁ ସହିତ ମଧ୍ୟ ଦର୍ପଣର ସମ୍ପର୍କ ରହିଛି। ତେଣୁ ବାସ୍ତୁଶାସ୍ତ୍ରରେ ଦର୍ପଣ ପାଇଁ କିଛି ନିୟମ ରହିଛି । ଯଥା – ♦ ଏକାଧୂକ ଦର୍ପଣକୁ ଯୋଡ଼ି ଗୋଟିଏ ବଡ଼ ଦର୍ପଣ ପ୍ରସ୍ତୁତ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ବ୍ୟକ୍ତିର ଶରୀର ପ୍ରତ୍ୟେକ […]

ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ରହିଛି ଦର୍ପଣ | ଘରୁ ବାହାରିବା ପୂର୍ବରୁ ସମସ୍ତେ ନିଜକୁ ଦର୍ପଣରେ ଦେଖିଥାନ୍ତି । ତେବେ କେବଳ ସଜବାଜ ହେବାପାଇଁ ନୁହେଁ, ଘରର ବାସ୍ତୁ ସହିତ ମଧ୍ୟ ଦର୍ପଣର ସମ୍ପର୍କ ରହିଛି। ତେଣୁ ବାସ୍ତୁଶାସ୍ତ୍ରରେ ଦର୍ପଣ ପାଇଁ କିଛି ନିୟମ ରହିଛି । ଯଥା –

ଆହୁରି ପଢ଼ନ୍ତୁ: ଏଆଇ-୧୭୧ ବିମାନ ଦୁର୍ଘଟଣାକୁ ଏକ ବର୍ଷ ପୂରଣ: ଏଏଆଇବି କହିଲା ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତିରେ 'ଉଲ୍ଲେଖନୀୟ ଅଗ୍ରଗତି'

♦ ଏକାଧୂକ ଦର୍ପଣକୁ ଯୋଡ଼ି ଗୋଟିଏ ବଡ଼ ଦର୍ପଣ ପ୍ରସ୍ତୁତ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ବ୍ୟକ୍ତିର ଶରୀର ପ୍ରତ୍ୟେକ ଦର୍ପଣରେ ଅଧା ଅଧା ହୋଇ ଦେଖାଯାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହା ଆଦୌ ଶୁଭ ନୁହେଁ ।

ଆହୁରି ପଢ଼ନ୍ତୁ: ଆଜି ପହିଲି ରଜ: ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ, ଘରେ ଘରେ ପିଠାପଣାର ମହକ

♦ ଭାଙ୍ଗି ଯାଇଥିବା, ଫାଟ ପଡ଼ିଥିବା ବା ଦର୍ପଣରେ ଧୂଳି ଜମା ରହିବା ଉଚିତ ନୁହେଁ । କାରଣ ଆମର ମୁଖମଣ୍ଡଳକୁ ସ୍ପଷ୍ଟ କରୁଥିବା ଦର୍ପଣ ଆମର ପ୍ରଭାମଣ୍ଡଳ ବା ‘ଆରା’କୁ ପ୍ରଭାବିତ କରିଥାଏ ।

ଆହୁରି ପଢ଼ନ୍ତୁ: ପଲ୍ଲୀରୁ ସହର ସବୁଠି ରଜ ସଂକ୍ରାନ୍ତିର ଧୁମ୍: ପିଠା ପଣା ଓ ଦୋଳି ଗୀତରେ ଉତ୍ସବମୁଖର ଓଡ଼ିଶା

ଶୋଇବା ଘରର କବାଟ ସାମନାରେ ଦର୍ପଣ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ |

♦ ଦର୍ପଣର ଆକାର ବଡ଼ ହେଲେ ମଧ୍ୟ ଓଜନ କମ୍ ହେବା ଉଚିତ।

♦ ଦର୍ପଣକୁ ସବୁବେଳେ ପୂର୍ବ ବା ଉତ୍ତର ଦିଗ କାନ୍ଥରେ ଲଗାନ୍ତୁ । କାରଣ ଦର୍ପଣରେ ନିଜ ମୁହଁ ଦେଖୁଥିବା ବ୍ୟକ୍ତି ଉତ୍ତର କିମ୍ବା ପୂର୍ବ ଦିଗ କରି ଠିଆ ହୋଇପାରିବ ।

♦ ଅଧିକ ସମୟ ଦର୍ପଣର ବ୍ୟବହାର କରିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।

♦ ଯଦି ଶୋଇବା ଘର ଭିତରେ ଦର୍ପଣ ଅଛି, ତେବେ ଶୋଇବା ପୂର୍ବରୁ ଦର୍ପଣକୁ ଏକ କପଡ଼ା ଦ୍ବାରା ଘୋଡ଼ାଇ ଦେବା ଉଚିତ।

♦ ସବୁବେଳେ ଗୋଲାକାର ଆଇନା କିଣିବା ଶୁଭ ହୋଇଥାଏ |

18 Dec 2021 By The Sakala

ଆସନ୍ତୁ ଜାଣିବା….ଆପଣ ଘରେ ବ୍ୟବହାର କରୁଥିବା ଦର୍ପଣ ସହିତ କ’ଣ ଅଛି ବାସ୍ତୁର ସମ୍ପର୍କ

ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ରହିଛି ଦର୍ପଣ | ଘରୁ ବାହାରିବା ପୂର୍ବରୁ ସମସ୍ତେ ନିଜକୁ ଦର୍ପଣରେ ଦେଖିଥାନ୍ତି । ତେବେ କେବଳ ସଜବାଜ ହେବାପାଇଁ ନୁହେଁ, ଘରର ବାସ୍ତୁ ସହିତ ମଧ୍ୟ ଦର୍ପଣର ସମ୍ପର୍କ ରହିଛି। ତେଣୁ ବାସ୍ତୁଶାସ୍ତ୍ରରେ ଦର୍ପଣ ପାଇଁ କିଛି ନିୟମ ରହିଛି । ଯଥା –

♦ ଏକାଧୂକ ଦର୍ପଣକୁ ଯୋଡ଼ି ଗୋଟିଏ ବଡ଼ ଦର୍ପଣ ପ୍ରସ୍ତୁତ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ବ୍ୟକ୍ତିର ଶରୀର ପ୍ରତ୍ୟେକ ଦର୍ପଣରେ ଅଧା ଅଧା ହୋଇ ଦେଖାଯାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହା ଆଦୌ ଶୁଭ ନୁହେଁ ।

♦ ଭାଙ୍ଗି ଯାଇଥିବା, ଫାଟ ପଡ଼ିଥିବା ବା ଦର୍ପଣରେ ଧୂଳି ଜମା ରହିବା ଉଚିତ ନୁହେଁ । କାରଣ ଆମର ମୁଖମଣ୍ଡଳକୁ ସ୍ପଷ୍ଟ କରୁଥିବା ଦର୍ପଣ ଆମର ପ୍ରଭାମଣ୍ଡଳ ବା ‘ଆରା’କୁ ପ୍ରଭାବିତ କରିଥାଏ ।

ଶୋଇବା ଘରର କବାଟ ସାମନାରେ ଦର୍ପଣ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ |

♦ ଦର୍ପଣର ଆକାର ବଡ଼ ହେଲେ ମଧ୍ୟ ଓଜନ କମ୍ ହେବା ଉଚିତ।

♦ ଦର୍ପଣକୁ ସବୁବେଳେ ପୂର୍ବ ବା ଉତ୍ତର ଦିଗ କାନ୍ଥରେ ଲଗାନ୍ତୁ । କାରଣ ଦର୍ପଣରେ ନିଜ ମୁହଁ ଦେଖୁଥିବା ବ୍ୟକ୍ତି ଉତ୍ତର କିମ୍ବା ପୂର୍ବ ଦିଗ କରି ଠିଆ ହୋଇପାରିବ ।

♦ ଅଧିକ ସମୟ ଦର୍ପଣର ବ୍ୟବହାର କରିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।

♦ ଯଦି ଶୋଇବା ଘର ଭିତରେ ଦର୍ପଣ ଅଛି, ତେବେ ଶୋଇବା ପୂର୍ବରୁ ଦର୍ପଣକୁ ଏକ କପଡ଼ା ଦ୍ବାରା ଘୋଡ଼ାଇ ଦେବା ଉଚିତ।

♦ ସବୁବେଳେ ଗୋଲାକାର ଆଇନା କିଣିବା ଶୁଭ ହୋଇଥାଏ |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp