ବାସ୍ତୁ ଟିପ୍ସ: ଘରେ ଧନବୃଦ୍ଧି ସହ ସମସ୍ତ ପ୍ରକାର ବାଧାବିଘ୍ନକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ…

The Sakala Picture
Published On

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ୭ଟି ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ। ଏହାକୁ ଘରେ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ କାମକାର୍ଯ୍ୟରେ ଶୀଘ୍ରତା ପରିଲକ୍ଷିତ ହୁଏ। ଘରେ ଧନବୃଦ୍ଧି ହେବା ସହ ବାଧାବିଘ୍ନ ଦୂର ହୁଏ। ଏହା ସହିତ ଧଳାଘୋଡ଼ା ହେଉଛି ଶାନ୍ତିର ପ୍ରତୀକ। ତେଣୁ ଲୋକେ ନିଜ ଘରେ ଧଳାେଘାଡ଼ାର ପେଣ୍ଟିଂ ଲଗାଇଥାନ୍ତି। କିନ୍ତୁ ଏ ସମ୍ପର୍କିତ କିଛି ବାସ୍ତୁ ନିୟମ ନ ମାନିବା ଦ୍ୱାରା ଏହାର କୁପ୍ରଭାବ ଘର […]

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ୭ଟି ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ। ଏହାକୁ ଘରେ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ କାମକାର୍ଯ୍ୟରେ ଶୀଘ୍ରତା ପରିଲକ୍ଷିତ ହୁଏ। ଘରେ ଧନବୃଦ୍ଧି ହେବା ସହ ବାଧାବିଘ୍ନ ଦୂର ହୁଏ। ଏହା ସହିତ ଧଳାଘୋଡ଼ା ହେଉଛି ଶାନ୍ତିର ପ୍ରତୀକ। ତେଣୁ ଲୋକେ ନିଜ ଘରେ ଧଳାେଘାଡ଼ାର ପେଣ୍ଟିଂ ଲଗାଇଥାନ୍ତି। କିନ୍ତୁ ଏ ସମ୍ପର୍କିତ କିଛି ବାସ୍ତୁ ନିୟମ ନ ମାନିବା ଦ୍ୱାରା ଏହାର କୁପ୍ରଭାବ ଘର ଉପରେ ପଡ଼େ। ତେଣୁ ଆସନ୍ତୁ ଜାଣିବା ଏହି ପେଣ୍ଟିଂ ସମ୍ପର୍କିତ କିଛି ବାସ୍ତୁ ନିୟମ ।

ଆହୁରି ପଢ଼ନ୍ତୁ: ଲୋନ୍ ନେଇଥିବା ବ୍ୟକ୍ତି ଟଙ୍କା ନଶୁଝିଲେ ଗ୍ୟାରେଣ୍ଟରଙ୍କର କ'ଣ ହେବ? ଜାଣନ୍ତୁ ନିୟମ

  • ୭ଟି ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂକୁ ଘରର ପୂର୍ବ ଦିଗରେ ଲଗାଇବା ଶୁଭ ହୋଇଥାଏ। ଏହାଦ୍ୱାରା କ୍ୟାରିୟର୍‌ରେ ସଫଳତା ମିଳେ।
  • ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂକୁ ଡ୍ରଇଂ ରୁମ୍‌ର ଦକ୍ଷିଣ ଦିଗ କାନ୍ଥରେ ଲଗାନ୍ତୁ।
  • ଅଫିସ୍‌ରେ ନିଜ କ୍ୟାବିନ୍‌ର ଦକ୍ଷିଣ ଦିଗ କାନ୍ଥରେ ୭ଟି ଘୋଡ଼ାର ପେଣ୍ଟିଂ ଲଗାନ୍ତୁ। ଧ୍ୟାନ ଦିଅନ୍ତୁ ଯେ, ସବୁ ଘୋଡ଼ାର ମୁହଁ କ୍ୟାବିନ୍‌ ଭିତରକୁ ହେବା ଉଚିତ।
  • ଯୁଦ୍ଧ ସମୟରେ ଦୌଡ଼ୁଥିବା ଘୋଡ଼ାର ଫଟୋକୁ ଘରେ ଲଗାଇବା ଅନୁଚିତ। ଏହାଦ୍ୱାରା ଘରେ ଅଶାନ୍ତି କଳହ ଲାଗି ରୁହେ।
  • ଚିରି ଯାଇଥିବା ଘୋଡ଼ାର ଫଟୋ ଘରେ ଲଗାଇବା ଅନୁଚିତ। ଏଭଳି ଚିତ୍ର ଘରେ ଲଗାଇବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
07 Jun 2022 By The Sakala

ବାସ୍ତୁ ଟିପ୍ସ: ଘରେ ଧନବୃଦ୍ଧି ସହ ସମସ୍ତ ପ୍ରକାର ବାଧାବିଘ୍ନକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ…

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ୭ଟି ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ। ଏହାକୁ ଘରେ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ କାମକାର୍ଯ୍ୟରେ ଶୀଘ୍ରତା ପରିଲକ୍ଷିତ ହୁଏ। ଘରେ ଧନବୃଦ୍ଧି ହେବା ସହ ବାଧାବିଘ୍ନ ଦୂର ହୁଏ। ଏହା ସହିତ ଧଳାଘୋଡ଼ା ହେଉଛି ଶାନ୍ତିର ପ୍ରତୀକ। ତେଣୁ ଲୋକେ ନିଜ ଘରେ ଧଳାେଘାଡ଼ାର ପେଣ୍ଟିଂ ଲଗାଇଥାନ୍ତି। କିନ୍ତୁ ଏ ସମ୍ପର୍କିତ କିଛି ବାସ୍ତୁ ନିୟମ ନ ମାନିବା ଦ୍ୱାରା ଏହାର କୁପ୍ରଭାବ ଘର ଉପରେ ପଡ଼େ। ତେଣୁ ଆସନ୍ତୁ ଜାଣିବା ଏହି ପେଣ୍ଟିଂ ସମ୍ପର୍କିତ କିଛି ବାସ୍ତୁ ନିୟମ ।

  • ୭ଟି ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂକୁ ଘରର ପୂର୍ବ ଦିଗରେ ଲଗାଇବା ଶୁଭ ହୋଇଥାଏ। ଏହାଦ୍ୱାରା କ୍ୟାରିୟର୍‌ରେ ସଫଳତା ମିଳେ।
  • ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂକୁ ଡ୍ରଇଂ ରୁମ୍‌ର ଦକ୍ଷିଣ ଦିଗ କାନ୍ଥରେ ଲଗାନ୍ତୁ।
  • ଅଫିସ୍‌ରେ ନିଜ କ୍ୟାବିନ୍‌ର ଦକ୍ଷିଣ ଦିଗ କାନ୍ଥରେ ୭ଟି ଘୋଡ଼ାର ପେଣ୍ଟିଂ ଲଗାନ୍ତୁ। ଧ୍ୟାନ ଦିଅନ୍ତୁ ଯେ, ସବୁ ଘୋଡ଼ାର ମୁହଁ କ୍ୟାବିନ୍‌ ଭିତରକୁ ହେବା ଉଚିତ।
  • ଯୁଦ୍ଧ ସମୟରେ ଦୌଡ଼ୁଥିବା ଘୋଡ଼ାର ଫଟୋକୁ ଘରେ ଲଗାଇବା ଅନୁଚିତ। ଏହାଦ୍ୱାରା ଘରେ ଅଶାନ୍ତି କଳହ ଲାଗି ରୁହେ।
  • ଚିରି ଯାଇଥିବା ଘୋଡ଼ାର ଫଟୋ ଘରେ ଲଗାଇବା ଅନୁଚିତ। ଏଭଳି ଚିତ୍ର ଘରେ ଲଗାଇବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
https://www.thesakala.in/special/vastu-tips-how-to-eliminate-all-kinds-of-obstacles-with-wealth-growth-at-home/article-12224
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର