By
The Sakala
ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ଯୋଗୁ ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ଦୁଇଟି ଘରୋଇ କୋଚିଂ ସେଣ୍ଟରକୁ ବିଏମସି ସିଲ୍ କରିଛି। ଏହି କୋଚିଂ ସେଣ୍ଟର ହେଉଛି ନୟାପଲ୍ଲୀରେ ଅଦ୍ବିତୀୟ ଏକାଡେମୀ ଏବଂ କଲିଙ୍ଗ ଏକାଡେମୀ। ପୂର୍ବ ଦିନ ଆଇଆରସି ଭିଲେଜ୍ରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ମଧ୍ଯ ସିଲ୍ କରାଯାଇଥିଲା। କରୋନା ମାମଲାରେ ବୃଦ୍ଧି ପାଉଥିବାରୁ ରାଜ୍ଯ ସରକାର ଏପ୍ରିଲ ୧୯ରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ଯୋଗୁ ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ଦୁଇଟି ଘରୋଇ କୋଚିଂ ସେଣ୍ଟରକୁ ବିଏମସି ସିଲ୍ କରିଛି। ଏହି କୋଚିଂ ସେଣ୍ଟର ହେଉଛି ନୟାପଲ୍ଲୀରେ ଅଦ୍ବିତୀୟ ଏକାଡେମୀ ଏବଂ କଲିଙ୍ଗ ଏକାଡେମୀ। ପୂର୍ବ ଦିନ ଆଇଆରସି ଭିଲେଜ୍ରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ମଧ୍ଯ ସିଲ୍ କରାଯାଇଥିଲା।
କରୋନା ମାମଲାରେ ବୃଦ୍ଧି ପାଉଥିବାରୁ ରାଜ୍ଯ ସରକାର ଏପ୍ରିଲ ୧୯ରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
About The Author: The Sakala