ଉପର ମୁହାଁ କରୋନା ଗ୍ରାଫ: ରାଜ୍ଯରେ ୪ଶହ ପାର କଲା ଦୈନିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଛି । କ୍ରମାଗତ ଭାବ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଆଜି ଦୈନିକ ସଂକ୍ରମଣ ୪୦୦ ପାର କରିଛି। ୨୪ଘଣ୍ଟାରେ ୨୪ ଜିଲ୍ଲା ଓ ଷ୍ଟେଟ ପୁଲରୁ ମୋଟ୍ ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୭୭ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର […]

ଭୁବନେଶ୍ବର: ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଛି । କ୍ରମାଗତ ଭାବ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଆଜି ଦୈନିକ ସଂକ୍ରମଣ ୪୦୦ ପାର କରିଛି। ୨୪ଘଣ୍ଟାରେ ୨୪ ଜିଲ୍ଲା ଓ ଷ୍ଟେଟ ପୁଲରୁ ମୋଟ୍ ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୭୭ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୬ ଜଣ ପଜିଟିଭ ରହିଛନ୍ତି। ଖୋର୍ଦ୍ଧରୁ ସର୍ବାଧିକ ୧୮୩ ଓ କଟକରୁ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୨୨୩୫ କୁ ବୃଦ୍ଧି ପାଇଛି।

About The Author: The Sakala