ସେପ୍ଟେମ୍ବର ୧ରୁ  ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ସେପ୍ଟେମ୍ବର ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୯ତାରିଖରେ ସରିବ। ମୋଟ ୮ ଟି କାର୍ଯ୍ଯଦିବସ ରହଛି । ୮ ଦିନରୁ ୭ ଦିନ ଅଫିସିଆଲ୍ ବିଜନେସ୍ ପାଇଁ ନିର୍ଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅର୍ଥାତ ୩ ସେପ୍ଟେମ୍ୱର ପ୍ରାଇଭେଟ୍ ମେମ୍ୱର୍ସ ବିଜନେସ୍ ପାଇଁ ଦିନ ଧାର୍ଯ୍ଯ ହୋଇଛି । ଏ ନେଇ ବିଧିବଦ୍ଧ ଭାବେ ବିଧାନସଭା କାର୍ଯ୍ଯାଳୟ ପକ୍ଷରୁ ବଜ୍ଞପ୍ତି […]

ଭୁବନେଶ୍ବର: ସେପ୍ଟେମ୍ବର ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୯ତାରିଖରେ ସରିବ। ମୋଟ ୮ ଟି କାର୍ଯ୍ଯଦିବସ ରହଛି । ୮ ଦିନରୁ ୭ ଦିନ ଅଫିସିଆଲ୍ ବିଜନେସ୍ ପାଇଁ ନିର୍ଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅର୍ଥାତ ୩ ସେପ୍ଟେମ୍ୱର ପ୍ରାଇଭେଟ୍ ମେମ୍ୱର୍ସ ବିଜନେସ୍ ପାଇଁ ଦିନ ଧାର୍ଯ୍ଯ ହୋଇଛି । ଏ ନେଇ ବିଧିବଦ୍ଧ ଭାବେ ବିଧାନସଭା କାର୍ଯ୍ଯାଳୟ ପକ୍ଷରୁ ବଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବପରି ସମସ୍ତ କୋଭିଡ ନିୟମ ପାଳନ କରାଯିବ ।

About The Author: The Sakala