ଭୁବନେଶ୍ୱର: ଅଣଛାତ୍ରଛାତ୍ରୀ ପ୍ରବେଶକୁ ବିରୋଧ କରି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଉତ୍ତେଜନା। କ୍ୟାମ୍ପସ୍ ଭିତରକୁ ଅଣଛାତ୍ରଛାତ୍ରୀ ପ୍ରବେଶକୁ ନେଇ ଛାତ୍ରୀ ଖପ୍ପା । ସମସ୍ତ ଗେଟ୍ ରେ ତାଲା ପକାଇ ଛାତ୍ରୀଙ୍କ ପ୍ରତିବାଦ । ଦିର୍ଘସମୟ ହେବ କେହି ବିଶ୍ଵବିଦ୍ୟାଳୟ ଭିତରୁ ବାହାରକୁ ଆସିପରୁ ନଥିବା ସୂଚନା । ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ । ସହିଦନଗର ଥାନା ପୋଲିସ ପହଞ୍ଚି ବୁଝାସୁଝା କରୁଥିବା ସୂଚନା ।