ସୁନ୍ଦରଗଡ଼ ନୂତନ ମେଡିକାଲ କଲେଜରେ ଆରମ୍ଭ ହେବ ପାଠ ପଢା, ୧୦୦ ଏମବିବିଏସ ସିଟ ପାଇଁ ମିଳିଲା ଅନୁମତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ନୂତନ ମେଡିକାଲ କଲେଜରେ ଆରମ୍ଭ ହେବ ପାଠ ପଢା । ୨୦୨୨- ୨୩ ଶିକ୍ଷାବର୍ଷରୁ ଏହି ପାଠ ପଢା ଆରମ୍ଭ ହେବ। ଏ ନେଇ ନ୍ଯାସନାଲ ମେଡିକାଲ କମିଶନ ଅନୁମତି ପ୍ରଦାନ କରିଯାଇଛି। ୧୦୦ ଏମବିବିଏସ ସିଟ ପାଇଁ ଅନୁମତି ମିଳିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ  ଅଧିନରେ ଏହି ମେଡିକାଲ କଲେଜ ପରିଚାଳିତ ହେବ। ଖୁସିର କଥା ଯେ, ସୁନ୍ଦରଗଡ଼ସ୍ଥିତ ନୂତନ ସରକାରୀ ମେଡିକାଲ କଲେଜରେ ୨୦୨୨-୨୩ ଶିକ୍ଷାବର୍ଷରୁ ପାଠପଢ଼ା ଲାଗି ନାସନାଲ ମେଡିକାଲ କମିଶନ […]

ସୁନ୍ଦରଗଡ଼: ସୁନ୍ଦରଗଡ଼ ନୂତନ ମେଡିକାଲ କଲେଜରେ ଆରମ୍ଭ ହେବ ପାଠ ପଢା । ୨୦୨୨- ୨୩ ଶିକ୍ଷାବର୍ଷରୁ ଏହି ପାଠ ପଢା ଆରମ୍ଭ ହେବ। ଏ ନେଇ ନ୍ଯାସନାଲ ମେଡିକାଲ କମିଶନ ଅନୁମତି ପ୍ରଦାନ କରିଯାଇଛି। ୧୦୦ ଏମବିବିଏସ ସିଟ ପାଇଁ ଅନୁମତି ମିଳିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ  ଅଧିନରେ ଏହି ମେଡିକାଲ କଲେଜ ପରିଚାଳିତ ହେବ।

About The Author: The Sakala