ସୁନ୍ଦରଗଡ଼: ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜରେ ନିଯୁକ୍ତି ନାମରେ ଠକେଇ ଅଭିଯୋଗ ହେଇଛି। ୪ ଜଣ ଅଭିଯୁକ୍ତ ଗିରଫ କରିଛି ପୁଲିସ। ସୁନ୍ଦରଗଡ ଟାଉନ ଥାନା ପୁଲିସ ପକ୍ଷରୁ ୪ ଅଭିଯୁକ୍ତକୁ ଗିରଫ କରାଯାଇଛି। ଚାକିରି ଦେବା ନାମରେ ଦଲାଲ ଟଙ୍କା ଠକି ନକଲି ନିଯୁକ୍ତି ପତ୍ର ଦେଉଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।
ମେଡ଼ିକାଲ କଲେଜରେ ଚାକିରି ଦେବା ନାଁରେ ଠକେଇ, ୪ ଗିରଫ