ବାଲୁକା କଳାରେ କଉଡି ଗଣେଶ

ପୁରୀ : କଉଡି ଓ ଶାମୂକାରେ ଗଣେଶ । ଗଣେଶ ପୂଜା ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ସନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଦେଶବାସୀଙ୍କୁ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି। ପୁରୀ ବେଳେ ଭୂମିରେ ଏକ ସୁନ୍ଦର ଗଣେଶ ତିଆରି କରିଛନ୍ତି । ଏହି ଗଣେଶ ତିଆରି କରିବା ପାଇଁ ୭ ହଜାରରୁ ଅଧିକ କଉଡି ଓ ଶାମୂକା ବ୍ୟବହାର ହୋଇଛି। ଏହାକୁ ତିଆରି କରିବା ପାଇଁ ୪ ଘଣ୍ଟା ପାଖାପାଖି ସମୟ ଲାଗିଥିଲା।କୋଭିଡ ମହାମାରୀ […]

ପୁରୀ : କଉଡି ଓ ଶାମୂକାରେ ଗଣେଶ । ଗଣେଶ ପୂଜା ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ସନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଦେଶବାସୀଙ୍କୁ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି। ପୁରୀ ବେଳେ ଭୂମିରେ ଏକ ସୁନ୍ଦର ଗଣେଶ ତିଆରି କରିଛନ୍ତି । ଏହି ଗଣେଶ ତିଆରି କରିବା ପାଇଁ ୭ ହଜାରରୁ ଅଧିକ କଉଡି ଓ ଶାମୂକା ବ୍ୟବହାର ହୋଇଛି। ଏହାକୁ ତିଆରି କରିବା ପାଇଁ ୪ ଘଣ୍ଟା ପାଖାପାଖି ସମୟ ଲାଗିଥିଲା।କୋଭିଡ ମହାମାରୀ ସମୟରେ ସାରାବିଶ୍ୱ ବାସୀଙ୍କୁ ଗଜାନନ ରକ୍ଷା କରିବା ସହ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

About The Author: The Sakala