ସମ୍ବଲପୁର ବିଶ୍ବ ବିଦ୍ଯାଳୟରେ ଅଭାବନୀୟ ଘଟଣା, କୁଳପତିଙ୍କ କାର୍ଯ୍ଯାଳୟ ଆଗରେ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ଯମ

ସମ୍ବଲପୁର: ସମ୍ବଲପୁର ବିଶ୍ବ ବିଦ୍ଯଳୟରେ ଅଭାବନୀୟ ଘଟଣା। ବିଶ୍ୱ ବିଦ୍ୟାଳୟର ଜଣେ କର୍ମଚାରୀ କୁଳପତିଙ୍କ କାର୍ଯ୍ଯାଳୟ ଆଗରେ ଆତ୍ମାହୁତି ଉଦ୍ଯମ କରିଛନ୍ତି। ଆତ୍ମହୁତି ଉଦ୍ଯମ କରିଥିବା କର୍ମଚାରୀ ଜଣଙ୍କ ହେଉଛନ୍ତି ଦୀନବନ୍ଧୁ ମିଶ୍ର। ସୂଚନା ଅନୁଯାୟୀ, ଦୀନବନ୍ଧୁ ମିଶ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ଯ କରନ୍ତି। ମାନଷିକ ଚପଗ୍ରସ୍ତ ହୋଇ ଏକାଡେମୀ କାଉନସିଲର ବୈଠକ ଚାଲିଥିବା ବେଳେ କିରୋସିନ୍ ଢାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା […]

ସମ୍ବଲପୁର: ସମ୍ବଲପୁର ବିଶ୍ବ ବିଦ୍ଯଳୟରେ ଅଭାବନୀୟ ଘଟଣା। ବିଶ୍ୱ ବିଦ୍ୟାଳୟର ଜଣେ କର୍ମଚାରୀ କୁଳପତିଙ୍କ କାର୍ଯ୍ଯାଳୟ ଆଗରେ ଆତ୍ମାହୁତି ଉଦ୍ଯମ କରିଛନ୍ତି। ଆତ୍ମହୁତି ଉଦ୍ଯମ କରିଥିବା କର୍ମଚାରୀ ଜଣଙ୍କ ହେଉଛନ୍ତି ଦୀନବନ୍ଧୁ ମିଶ୍ର।

ସୂଚନା ଅନୁଯାୟୀ, ଦୀନବନ୍ଧୁ ମିଶ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ଯ କରନ୍ତି। ମାନଷିକ ଚପଗ୍ରସ୍ତ ହୋଇ ଏକାଡେମୀ କାଉନସିଲର ବୈଠକ ଚାଲିଥିବା ବେଳେ କିରୋସିନ୍ ଢାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀର ଅଧିକାଂଶ ଅଂଶ ପୋଡ଼ି ଯାଇଥିବା ଜଣାପଡ଼ିିଛି।

About The Author: The Sakala