ତିଗିରିଆ ନୂଆ ସଡ଼କ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ମୃତ, ଜଣେ ଗୁରୁତର

ଆଠଗଡ଼ : ତିଗିରିଆ ନୂଆ ସଡ଼କ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌ କାର୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଆଠଗଡ ଡାକ୍ତରଖାନା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତକ ହେଲେ ଚନ୍ଦନ ଖଟୁଆ (ବିନ୍ଧାଣିମା), ବାବୁଲି ରାଉତ, (ବାଣେଶ୍ୱରପଡ଼ା) ସୁବାସ ବେହେରା, (ବିନ୍ଧାଣିମା), ସିଲୁ ପୁଷ୍ଟି (ଅଭିମାନପୁର) […]

ଆଠଗଡ଼ : ତିଗିରିଆ ନୂଆ ସଡ଼କ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌ କାର୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଆଠଗଡ ଡାକ୍ତରଖାନା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତକ ହେଲେ ଚନ୍ଦନ ଖଟୁଆ (ବିନ୍ଧାଣିମା), ବାବୁଲି ରାଉତ, (ବାଣେଶ୍ୱରପଡ଼ା) ସୁବାସ ବେହେରା, (ବିନ୍ଧାଣିମା), ସିଲୁ ପୁଷ୍ଟି (ଅଭିମାନପୁର) ଗୁରୁତର ଆହତ ଦୀପକ ସାହୁ (ନୂଆପାଟଣା ) ବୋଲି ଜଣାପଡିଛି। ତିଗିରିଆ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

About The Author: The Sakala