ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣା: ଜମି ବିବାଦକୁ କେନ୍ଦ୍ର କରି ଗୁଳିକରି ହତ୍ୟା

The Sakala Picture
Published On

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ଓ ସୁପାରି କିଲର ରାଜେଶ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍‌। ପର୍ଦ୍ଦାଫାସ କଲା ପୋଲିସ। ଜମି ବିବାଦକୁ କେନ୍ଦ୍ର କରି ଗୌରୀ ମିଶ୍ରଙ୍କୁ ହୋଇଥିଲା ଗୁଳିମାଡ଼। ପ୍ରମାଣ ନଷ୍ଟ ପାଇଁ ସୁପାରି କିଲର ରାଜେଶକୁ ବିଶାଖାପାଟଣାରେ ହତ୍ୟା କରି ପୋତି ଦେଇଥିଲେ ଦୁର୍ବୃତ୍ତ। ସୁପାରି ଦେଇଥିବା ଅଭିଯୁକ୍ତ ଓ ସହଯୋଗୀ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୨ଜଣଙ୍କୁ ପୋଲିସ ଖୋଜୁଛି। ଦୁଇଟି ବନ୍ଧୁକ, ଗୋଟିଏ ବାଇକ୍ […]

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ଓ ସୁପାରି କିଲର ରାଜେଶ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍‌। ପର୍ଦ୍ଦାଫାସ କଲା ପୋଲିସ। ଜମି ବିବାଦକୁ କେନ୍ଦ୍ର କରି ଗୌରୀ ମିଶ୍ରଙ୍କୁ ହୋଇଥିଲା ଗୁଳିମାଡ଼। ପ୍ରମାଣ ନଷ୍ଟ ପାଇଁ ସୁପାରି କିଲର ରାଜେଶକୁ ବିଶାଖାପାଟଣାରେ ହତ୍ୟା କରି ପୋତି ଦେଇଥିଲେ ଦୁର୍ବୃତ୍ତ। ସୁପାରି ଦେଇଥିବା ଅଭିଯୁକ୍ତ ଓ ସହଯୋଗୀ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୨ଜଣଙ୍କୁ ପୋଲିସ ଖୋଜୁଛି। ଦୁଇଟି ବନ୍ଧୁକ, ଗୋଟିଏ ବାଇକ୍ ଜବତ କରିଛି ଗୁଣୁପୁର ପୋଲିସ୍। ସୂଚନା ଅନୁସାରେ, ଗୌରୀଙ୍କ ଦାଦାଙ୍କ ନାଁରେ ଥିବା ଜମି ହାତେଇବାକୁ ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ହୋଇଥିଲା ପ୍ଲାନ୍‌।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ମୁଖ୍ୟ ଷଡ଼ଯନ୍ତ୍ରକାରୀ କ୍ରିଷ୍ଣା ଓ ଜିକେ କରିଥିଲେ ପ୍ଲାନ୍‌। ଗୈାରୀ ମିଶ୍ରଙ୍କୁ ହତ୍ୟା କରିବା ପାଇିଁ ୩୦ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍। ସୁପାରି କିଲର ରାଜେଶକୁ ଲକ୍ଷେ ୯୦ ହଜାର ଟଙ୍କା ଦିଆସରିଥିଲା। ମେ ୧୩ ତାରିଖରେ ଗୌରୀ ତାଙ୍କ ବନ୍ଧୁଙ୍କ ସହ ବ୍ରିଜ୍‌ ଉପରେ ଠିଆ ହୋଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପରେ ସୁପାରି କିଲର ରାଜେଶ ଅବଶିଷ୍ଟ ଟଙ୍କା ମାଗିବାରୁ ତାକୁ ମଧ୍ୟ ରାସ୍ତାରୁ ହଟାଇବାକୁ ହୋଇଥିଲା ପ୍ଲାନ୍‌। ରାଜେଶକୁ ବିଶାଖାପାଟଣାକୁ ଡାକି ୧୮ ତାରିଖରେ ହତ୍ୟା କରି ପୋତି ଦେଇଥିଲେ। ଏନେଇ ରାୟଗଡା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

01 Jul 2023 By The Sakala

ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣା: ଜମି ବିବାଦକୁ କେନ୍ଦ୍ର କରି ଗୁଳିକରି ହତ୍ୟା

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ଓ ସୁପାରି କିଲର ରାଜେଶ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍‌। ପର୍ଦ୍ଦାଫାସ କଲା ପୋଲିସ। ଜମି ବିବାଦକୁ କେନ୍ଦ୍ର କରି ଗୌରୀ ମିଶ୍ରଙ୍କୁ ହୋଇଥିଲା ଗୁଳିମାଡ଼। ପ୍ରମାଣ ନଷ୍ଟ ପାଇଁ ସୁପାରି କିଲର ରାଜେଶକୁ ବିଶାଖାପାଟଣାରେ ହତ୍ୟା କରି ପୋତି ଦେଇଥିଲେ ଦୁର୍ବୃତ୍ତ। ସୁପାରି ଦେଇଥିବା ଅଭିଯୁକ୍ତ ଓ ସହଯୋଗୀ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୨ଜଣଙ୍କୁ ପୋଲିସ ଖୋଜୁଛି। ଦୁଇଟି ବନ୍ଧୁକ, ଗୋଟିଏ ବାଇକ୍ ଜବତ କରିଛି ଗୁଣୁପୁର ପୋଲିସ୍। ସୂଚନା ଅନୁସାରେ, ଗୌରୀଙ୍କ ଦାଦାଙ୍କ ନାଁରେ ଥିବା ଜମି ହାତେଇବାକୁ ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ହୋଇଥିଲା ପ୍ଲାନ୍‌।

ମୁଖ୍ୟ ଷଡ଼ଯନ୍ତ୍ରକାରୀ କ୍ରିଷ୍ଣା ଓ ଜିକେ କରିଥିଲେ ପ୍ଲାନ୍‌। ଗୈାରୀ ମିଶ୍ରଙ୍କୁ ହତ୍ୟା କରିବା ପାଇିଁ ୩୦ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍। ସୁପାରି କିଲର ରାଜେଶକୁ ଲକ୍ଷେ ୯୦ ହଜାର ଟଙ୍କା ଦିଆସରିଥିଲା। ମେ ୧୩ ତାରିଖରେ ଗୌରୀ ତାଙ୍କ ବନ୍ଧୁଙ୍କ ସହ ବ୍ରିଜ୍‌ ଉପରେ ଠିଆ ହୋଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପରେ ସୁପାରି କିଲର ରାଜେଶ ଅବଶିଷ୍ଟ ଟଙ୍କା ମାଗିବାରୁ ତାକୁ ମଧ୍ୟ ରାସ୍ତାରୁ ହଟାଇବାକୁ ହୋଇଥିଲା ପ୍ଲାନ୍‌। ରାଜେଶକୁ ବିଶାଖାପାଟଣାକୁ ଡାକି ୧୮ ତାରିଖରେ ହତ୍ୟା କରି ପୋତି ଦେଇଥିଲେ। ଏନେଇ ରାୟଗଡା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର