ଛାଡିଦେଲା ପିସିଆର୍, ଗ୍ୟାସ ସିଲିଣ୍ଡରରେ ନିଆଁ ଲଗାଇ ସ୍ତ୍ରୀକୁ ପୋଡିଦେଲା ମଦ୍ୟପ ସ୍ବାମୀ
ଭୁବନେଶ୍ବପର: ସ୍ତ୍ରୀକୁ ପୋଡିଦେଲା ମଦ୍ୟପ ସ୍ବାମୀ। ବିଳମ୍ବିତ ରାତିରେ ଗ୍ୟାସ୍ ସିଲିଣ୍ଡର ଖୋଲି ନିଆଁ ଲଗେଇ ଦେଲା ଅଭିଯୁକ୍ତ। ବରମୁଣ୍ଡା ଜଗନ୍ନାଥ ନଗରରେ ଘଟିଛି ଏମିତି ଲୋମଟାଙ୍କୁରା ଘଟଣା। ଅଭିଯୁକ୍ତ ସ୍ବାମୀ ଅଟୋ ଡ୍ରାଇଭର ଜଗନ୍ନାଥ ପ୍ରଧାନ। ପୀଡିତା ସ୍ତ୍ରୀ ପ୍ରଭାତୀ ପ୍ରଧାନ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ପୂର୍ବରୁ ଉଭୟଙ୍କ ଛାଡପତ୍ର ହୋଇଥିବା ଜଣାପଡିଛି। ହେଲେ ଜଗନ୍ନାଥ ବିଭିନ୍ନ ସମୟରେ ମଦ ପିଇ […]
ଭୁବନେଶ୍ବପର: ସ୍ତ୍ରୀକୁ ପୋଡିଦେଲା ମଦ୍ୟପ ସ୍ବାମୀ। ବିଳମ୍ବିତ ରାତିରେ ଗ୍ୟାସ୍ ସିଲିଣ୍ଡର ଖୋଲି ନିଆଁ ଲଗେଇ ଦେଲା ଅଭିଯୁକ୍ତ। ବରମୁଣ୍ଡା ଜଗନ୍ନାଥ ନଗରରେ ଘଟିଛି ଏମିତି ଲୋମଟାଙ୍କୁରା ଘଟଣା। ଅଭିଯୁକ୍ତ ସ୍ବାମୀ ଅଟୋ ଡ୍ରାଇଭର ଜଗନ୍ନାଥ ପ୍ରଧାନ। ପୀଡିତା ସ୍ତ୍ରୀ ପ୍ରଭାତୀ ପ୍ରଧାନ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ପୂର୍ବରୁ ଉଭୟଙ୍କ ଛାଡପତ୍ର ହୋଇଥିବା ଜଣାପଡିଛି। ହେଲେ ଜଗନ୍ନାଥ ବିଭିନ୍ନ ସମୟରେ ମଦ ପିଇ ଆସି ପ୍ରଭାତୀକୁ ମାରପିଟ କରୁଥିଲା। ଗୁରୁବାର ରାତିରେ ପ୍ରଭାତୀ ରହୁଥିବା ଘରେ ପହଞ୍ଚି ତାର ଏକ ଛୋଟ ଝିଅକୁ ମାରିଦେବ ବୋଲି ଧମକ ଦେଇଥିଲେ। ପ୍ରଭାତୀଙ୍କ ସମ୍ପର୍କୀୟଙ୍କୁ ଡାକି ପିସିଆର ଡକାଇ ଜଗାକୁ ହସ୍ତାନ୍ତର କରିଥିଲେ। ହେଲେ ଠିକ୍ ଅଧଘଣ୍ଟା ପରେ ଜଗନ୍ନାଥ ପୁଣିଥରେ ଘର ପାଖରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରୁ ଗ୍ୟାସ ସିଲିଣ୍ଡର ଆଣି ନିଆଁ ଲଗାଇ ପ୍ରଭାତୀକୁ ପୋଡି ଦେଇଥିଲେ।