ଅନିଲ ସେଠ ହେଲେ ମିଡ଼ିଆ ସେଲ ସଂଯୋଜକ

କୃଷ୍ଣପ୍ରସାଦ: ‎ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଗଣମାଧ୍ୟମ ସଂଯୋଜକ ହେଲେ ଅନିଲ କୁମାର ସେଠ । ଏହା ପୂର୍ବରୁ ସେ ପୁରୀ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଭାବେ ୨ଥର ମନୋନିତ ହୋଇଥିଲେ। ତାଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବାଇଧର ମଲିକ ସେଠଙ୍କୁ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜକ ଭାବେ ମନୋନିତ ହୋଇଛନ୍ତି। ଅନିଲ ସେଠଙ୍କ ଘର ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବୋଲି ଜଣାଯାଇଛି। ଉକ୍ତ ଖବର ପାଇ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ବିଭିନ୍ନ ମହଲରୁ ତାଙ୍କୁ ସମ୍ବର୍ଦ୍ଧନା ଦେଉଥିବା ଜଣାଯାଇଛି। 

About The Author: Sakala Desk