ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଇନ୍ଦିପୁର ଷ୍ଟେଟ ବ୍ୟାଙ୍କରୁ ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲୁଟ ଉଦ୍ୟମ କରିଛନ୍ତି। ଦୁର୍ବୃତ୍ତମାନେ ଏଟିଏମ ଭାଙ୍ଗିବା ସହ ଲକର ତାଡ଼ି ଲୁଟ ଉଦ୍ୟମ କରିଥିବା ଜଣାପଡ଼ିଛି। ଠିକ ସମୟରେ ସ୍ଥାନୀୟ ହୋମ ଗାର୍ଡ ବିବେକାନନ୍ଦ ସେନାପତିଙ୍କ ସାହାସିକତା ପାଇଁ ଲୁଟ ଉଦ୍ଯମ ବିଫଳ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ସତ୍ୟବାଦୀ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସନ୍ଦେହରେ ଜଣଙ୍କୁ ଅଟକ ରଖାଯାଇଛି।
ହୋମଗାର୍ଡଙ୍କ ପାଇଁ ଦୁର୍ବୃତ୍ତଙ୍କ ବ୍ଯାଙ୍କ ଲୁଟ୍ ଉଦ୍ଯମ ପଣ୍ଡ