By
The Sakala
ପୁରୀ: ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଭାସିଗଲେ ପର୍ଯ୍ଯଟକ। ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା। ପରିବାର ସହ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ଆଜି ଏହି ଅଭାବନୀୟ ଘଟଣା ଘଟିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥାନରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଭାସିଯାଇଥିବା ପର୍ଯ୍ଯଟକ ଜଣଙ୍କ ହେଉଛନ୍ତି ବାଲେଶ୍ବର ସାଚିନାର ବଂଶୀଧର ବେହେରା ।
ପୁରୀ: ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଭାସିଗଲେ ପର୍ଯ୍ଯଟକ। ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା। ପରିବାର ସହ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ଆଜି ଏହି ଅଭାବନୀୟ ଘଟଣା ଘଟିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥାନରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ଭାସିଯାଇଥିବା ପର୍ଯ୍ଯଟକ ଜଣଙ୍କ ହେଉଛନ୍ତି ବାଲେଶ୍ବର ସାଚିନାର ବଂଶୀଧର ବେହେରା ।
About The Author: The Sakala