ପୁରୀରୁ ଜବତ ହେଲା ୩୫୬ ଗ୍ରାମର ବ୍ରାଉନ ସୁଗାର , ଚାରି ଜଣ ଗିରଫ

ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କଲା ବାସେଳୀ ସାହି ଥାନା ପୋଲିସ । ୩୫୬ ଗ୍ରାମର ବ୍ରାଉନ ସୁଗାର ଜବତ । ମାଟିତୋଟା ଅଞ୍ଚଳରେ ଡିଲ କରୁଥିବା ବେଳେ ମାଡି ବସିଲା ପୁରୀ ପୋଲିସ । ଚାରୋଟି ବାଇକ ସହ ୧୭ ହଜାର ଟଙ୍କା ଜବତ।

About The Author: The Sakala