ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରିଖିଥିଲେ ଅଧ୍ୟାପକ, ଅଭିଯୋଗର ୪ ମାସ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୁଲିସ…

ସମ୍ବଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ଅସଦାଚରଣ ମାମଲା। ଜଣେ ଅଧ୍ୟାପକଙ୍କୁ ଗିରଫ କଲା ପୁଲିସ । ୪ ମାସ ଆଗରୁ ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍ ଦ୍ଵିତୀୟ ବର୍ଷର ଛାତ୍ରୀ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ପରେ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ଗିରଫ ଅଧ୍ଯାପକଙ୍କ ନାଁ ଗୋପିକାନ୍ତ ସୁନା। ସେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଶିକ୍ଷା […]

ସମ୍ବଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ଅସଦାଚରଣ ମାମଲା। ଜଣେ ଅଧ୍ୟାପକଙ୍କୁ ଗିରଫ କଲା ପୁଲିସ । ୪ ମାସ ଆଗରୁ ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍ ଦ୍ଵିତୀୟ ବର୍ଷର ଛାତ୍ରୀ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ପରେ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ଗିରଫ ଅଧ୍ଯାପକଙ୍କ ନାଁ ଗୋପିକାନ୍ତ ସୁନା। ସେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ।

ଅଭିଯୋଗ ଅନୁଯାୟୀ, ବିବାହର ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ଗୋପିକାନ୍ତ । ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରକୁ ପୁଲିସକୁ କାହିଁକି ୪ ମାସ ଲାଗିଗଲା। ପୁଲିସ ଏତେ ମାସ ଧରି କାହିଁକି ଚୁପ ବସିଥିଲା ବୋଲି ସାଧାରଣେ ପ୍ରଶ୍ନ ଉଠିଛି।

 

About The Author: The Sakala