ଆକାଶରୁ ଖସିଲା ଗ୍ୟାସ ଭରା ବେଲୁନ ପୁଞ୍ଜା, ୫ ବାଳକ ଗୁରୁତର

ନୂଆପଡା: ଆକାଶରୁ ପଡ଼ିଲା ଗ୍ୟାସ ଭରା ବେଲୁନ ପୁଞ୍ଜା। ଏହି ବେଲୁନ ଦେଖିବାକୁ ଯାଇଥିବା ୫ଜଣ ବାଳକ ଗୁରୁତର ହୋଇଥିବା ଜଣାପଡ଼ିିଛି। ବାଳକଙ୍କ ପଥର ମାଡ଼ରେ ବେଲୁନ ଫାଟିବା ପରେ ବାଳକମାନେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ବାଳକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଗ୍ୟାସ ଭରା ବେଲୁନ ମାଳ କେଉଁ ସ୍ଥାନରୁ ଆସିଥିଲା କିଏ ଛାଡିଥିଲା ତାହା ବର୍ତ୍ତମାନ […]

ନୂଆପଡା: ଆକାଶରୁ ପଡ଼ିଲା ଗ୍ୟାସ ଭରା ବେଲୁନ ପୁଞ୍ଜା। ଏହି ବେଲୁନ ଦେଖିବାକୁ ଯାଇଥିବା ୫ଜଣ ବାଳକ ଗୁରୁତର ହୋଇଥିବା ଜଣାପଡ଼ିିଛି। ବାଳକଙ୍କ ପଥର ମାଡ଼ରେ ବେଲୁନ ଫାଟିବା ପରେ ବାଳକମାନେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ବାଳକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଗ୍ୟାସ ଭରା ବେଲୁନ ମାଳ କେଉଁ ସ୍ଥାନରୁ ଆସିଥିଲା କିଏ ଛାଡିଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। ଘଟଣାଟି ନୂଆପଡା ଜିଲ୍ଲା ଧରମବନ୍ଧା ଥାନାର ପଖାନ ପଦର ଗାଁରେ ଘଟିଛି।

About The Author: The Sakala