ନୂଆପଡ଼ା: ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବାପା ଟାଙ୍ଗିଆ ଚୋଟରେ ପୁଅର ମୃତ୍ଯୁ ଘଟିଥିବା ବେଳେ ରଶି ଲଗାଇ ବାପା ମଧ୍ଯ ଆତ୍ମହତ୍ଯା କରିଥିବା ଜଣାପଡ଼ିଛି। ମୃତ ବାପ-ପୁଅ ଦ୍ୱୟ ହେଲେ ନକୁଲ ରାଉତ ଓ ତାଙ୍କ ପୁଅ ଶୋଭିତ ରାଉତ।
ପୁଅକୁ ହତ୍ଯା କରିବା ପରେ ରଶି ଲଗାଇ ଆତ୍ମହତ୍ଯା କଲା ବାପା
ନୂଆପଡ଼ା: ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବାପା ଟାଙ୍ଗିଆ ଚୋଟରେ ପୁଅର ମୃତ୍ଯୁ ଘଟିଥିବା ବେଳେ ରଶି ଲଗାଇ ବାପା ମଧ୍ଯ ଆତ୍ମହତ୍ଯା କରିଥିବା ଜଣାପଡ଼ିଛି। ମୃତ ବାପ-ପୁଅ ଦ୍ୱୟ ହେଲେ ନକୁଲ ରାଉତ ଓ ତାଙ୍କ ପୁଅ ଶୋଭିତ ରାଉତ। ସୂଚନା ଅନୁଯାୟୀ, ୧୪ ବର୍ଷ ତଳେ ଅନ୍ୟ ଜାତିରେ ଜଣେ ଝିଅଙ୍କୁ ପ୍ରେମ ବିବାହ କରିଥିଲେ ପୁଅ ଶୋଭିତ ରାଉତ। ଏହାକୁ ତାଙ୍କ ବାପା ନକୁଲ ଘୋର […]