ନବୀନଙ୍କ ନୟାଗଡ ଜିଲ୍ଲା ସମୀକ୍ଷା: ଦଳକୁ ଆହୁରି ସକ୍ରିୟ କରିବା ସହ ଲୋକଙ୍କ ସେବା ଜାରି ରଖିବାକୁ ପରାମର୍ଶ

ନୟାଗଡ: ନୟାଗଡ ଜିଲ୍ଲା ବିଜେଡିର ସମୀକ୍ଷା କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଦଳକୁ କେମିତି ଆହୁରି ସକ୍ରିୟ କରାଯିବ, ତୃଣମୂଳସ୍ତରରେ ଲୋକଙ୍କ ସହିତ କିପରି ଯୋଡ଼ି ହୋଇ ରହିବେ କର୍ମୀ, ବିରୋଧୀ ଦଳରେ ଥିବା ସତ୍ତ୍ଵେ ଲୋକଙ୍କ ସହିତ କାମ କରିବାର ଆଦି ରଣନୀତି ପ୍ରସ୍ତୁତ ହୋଇଛି। ଲୋକଙ୍କ ସେବା ଜାରି […]

ନୟାଗଡ: ନୟାଗଡ ଜିଲ୍ଲା ବିଜେଡିର ସମୀକ୍ଷା କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଦଳକୁ କେମିତି ଆହୁରି ସକ୍ରିୟ କରାଯିବ, ତୃଣମୂଳସ୍ତରରେ ଲୋକଙ୍କ ସହିତ କିପରି ଯୋଡ଼ି ହୋଇ ରହିବେ କର୍ମୀ, ବିରୋଧୀ ଦଳରେ ଥିବା ସତ୍ତ୍ଵେ ଲୋକଙ୍କ ସହିତ କାମ କରିବାର ଆଦି ରଣନୀତି ପ୍ରସ୍ତୁତ ହୋଇଛି। ଲୋକଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ନବୀନ।

About The Author: The Sakala