ଝଲସିବ ମା’ ଭଗବତୀଙ୍କ ମନ୍ଦିର, ଉନ୍ନତିକରଣ କାମର ଶୁଭାରମ୍ଭ କଲେ ସାଂସଦ ମାନସ ମଙ୍ଗରାଜ

ବାଣପୁର: ଝଲସିବ ମା’ ଭଗବତୀଙ୍କ ମନ୍ଦିର । ବାଣପୁରର ଆରାଧ୍ୟ୍ୟ ଦେବୀ ମା’ ଭଗବତୀଙ୍କର ମନ୍ଦିର ଉନ୍ନତି ପାଇଁ ହୋଇ ଆସୁଥିବା ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇଛି। ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ଝଲସିବ ମା’ ଭଗବତୀଙ୍କ ମନ୍ଦିର। ଏହାର ଉନ୍ନତି କରଣ ପାଇଁ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ୩୩ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ଅର୍ଥରେ ମାଆ ଭଗବତୀଙ୍କ ମନ୍ଦିରର ନବ କଳେବର କରାଯିବ। ଏହି ଅବସରରେ ରାଜ୍ୟ […]

ବାଣପୁର: ଝଲସିବ ମା’ ଭଗବତୀଙ୍କ ମନ୍ଦିର । ବାଣପୁରର ଆରାଧ୍ୟ୍ୟ ଦେବୀ ମା’ ଭଗବତୀଙ୍କର ମନ୍ଦିର ଉନ୍ନତି ପାଇଁ ହୋଇ ଆସୁଥିବା ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇଛି। ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ଝଲସିବ ମା’ ଭଗବତୀଙ୍କ ମନ୍ଦିର। ଏହାର ଉନ୍ନତି କରଣ ପାଇଁ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ୩୩ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ଅର୍ଥରେ ମାଆ ଭଗବତୀଙ୍କ ମନ୍ଦିରର ନବ କଳେବର କରାଯିବ। ଏହି ଅବସରରେ ରାଜ୍ୟ ସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ନଡ଼ିଆ ବାଡେଇ ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭାରମ୍ବ କରିଛନ୍ତି। ତାଙ୍କ ସହ ବିଜେଡି ପର୍ଯ୍ୟବେକ୍ଷକ ସୌମ୍ୟ ଶଙ୍କର ଚକ୍ର , ବାଣପୁର ନଗରପାଳ ମିଟୁ ନାୟକଙ୍କ ସମେତ ଅନକେ କର୍ମକର୍ତ୍ତା ଉପସ୍ଥିତ ଥିଲେ।

About The Author: The Sakala