ଖୋର୍ଦ୍ଧା: ମା' କୋଳରୁ ୪ ମାସର ଶିଶୁକୁ ଅପହରଣ କରିନେଲେ ଦୁର୍ବୃତ୍ତ । ଖୋର୍ଦ୍ଧାର ନିରାକାରପୁର ଷ୍ଟେସନ ୩ ନଂ ପ୍ଲାଟ୍ଫର୍ମରେ ଘଟିଛି ଏପରି ଅଘଟଣ । ରେଲୱେ ଷ୍ଟେସନରେ ଦମ୍ପତ୍ତି ଶୋଇଥିବାବେଳେ ମା' କୋଳରୁ ୪ ମାସର ଶିଶୁକୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି GRP ପୋଲି ତଦନ୍ତ ଜାରି ରଖିଛି ।