ଦେହରେ ନିଆଁ ଲଗାଇ ଜିବନ୍ତ ଜଳିଗଲେ ମହିଳା, ପୁରୁଷ ଗୁରୁତର..

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ନିକଟସ୍ଥ ପଣସି ଗ୍ରାମରେ ପେଟ୍ରୋଲରେ ନିଆଁ ଲଗାଇ ଜିଅନ୍ତା ଜଳିଗଲେ ମହିଳା।  ଗୁରୁତର ପୁରୁଷ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର। ଦେହରେ ନିଆଁ ଲଗାଇ ପୁରୁଷ ଏବଂ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ମହିଳାଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପୁରୁଷଜଣକ ଗୁରୁତର ହୋଇଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ଉଦ୍ୟମ ଆଶଙ୍କା କରାଯାଉଛି। ମୃତ ମହିଳା ହେଲେ ଖିଚିଂ ଗାଁର ଭାରତୀ ପାତ୍ର। ତେବେ ବର୍ତ୍ତମାନ […]

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ନିକଟସ୍ଥ ପଣସି ଗ୍ରାମରେ ପେଟ୍ରୋଲରେ ନିଆଁ ଲଗାଇ ଜିଅନ୍ତା ଜଳିଗଲେ ମହିଳା।  ଗୁରୁତର ପୁରୁଷ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର। ଦେହରେ ନିଆଁ ଲଗାଇ ପୁରୁଷ ଏବଂ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ମହିଳାଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପୁରୁଷଜଣକ ଗୁରୁତର ହୋଇଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ଉଦ୍ୟମ ଆଶଙ୍କା କରାଯାଉଛି। ମୃତ ମହିଳା ହେଲେ ଖିଚିଂ ଗାଁର ଭାରତୀ ପାତ୍ର। ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମାହୂତି ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି।

About The Author: The Sakala