ଗୋପବନ୍ଧୁନଗର: ଖୁଣ୍ଟା ଥାନା ଅଧୀନ ଜାମଶୁଳି ଗ୍ରାମର ଅଭିଯୁକ୍ତ ଯୁବକ ତଥା ପୂର୍ଣ୍ଣ ଚନ୍ଦ୍ର ସୋରେନଙ୍କ ପୁଅ ନାରାୟଣ(୩୬)କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ପୁଲିସ ଏକ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ଅଭିଯୁକ୍ତକୁ ଅଟକ ରଖିଛି। ଜନୈକ ଶିକ୍ଷୟିତ୍ରୀ(୩୫)ଙ୍କ ସହିତ ନାରାୟଣର ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଆସିଥିଲା। ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଅଟକ ଯୁବକ କିଛିଦିନ ମହିଳାଙ୍କ ସହିତ ଏକତ୍ର ରହିଥିବା ବେଳେ ପରମୁହୂର୍ତ୍ତରେ ସେଥିରୁ ଓହରି ଯିବା ବାବଦରେ ସେ ପୁଲିସ ନିକଟରେ ଅଭିଯୋଗ କେରିଥିଲେ।
ଶିକ୍ଷୟିତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଅଟକ
ଗୋପବନ୍ଧୁନଗର: ଖୁଣ୍ଟା ଥାନା ଅଧୀନ ଜାମଶୁଳି ଗ୍ରାମର ଅଭିଯୁକ୍ତ ଯୁବକ ତଥା ପୂର୍ଣ୍ଣ ଚନ୍ଦ୍ର ସୋରେନଙ୍କ ପୁଅ ନାରାୟଣ(୩୬)କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ପୁଲିସ ଏକ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ଅଭିଯୁକ୍ତକୁ ଅଟକ ରଖିଛି। ଜନୈକ ଶିକ୍ଷୟିତ୍ରୀ(୩୫)ଙ୍କ ସହିତ ନାରାୟଣର ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଆସିଥିଲା। ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଅଟକ ଯୁବକ କିଛିଦିନ ମହିଳାଙ୍କ ସହିତ ଏକତ୍ର ରହିଥିବା […]