ବାରିପଦା: ଆଖିବୁଜିଲା ହାତୀ ‘ଯଶୋଦା’ । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜେନାବିଲରେ ଯଶୋଦା ହାତୀର ମୃତ୍ୟୁ ହୋଇଛି । ଗତ ମାସ ୩୦ ତାରିଖରେ ଯଶୋଦା ହାତୀର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ଯଶୋଦାକୁ ୩୬ ବର୍ଷ ହୋଇଥିଲା ବୋଲି ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗଗିନେନି ଏହି ସୂଚନା ଦେଇଛନ୍ତି। ତେବେ ଚନ୍ଦକାରେ ଥିବା ବେଳେ ଯଶୋଦା ହାତୀ ଅସୁସ୍ଥ ହୋଇଥିଲା । ଶିମିଳିପାଳରେ ଯଶୋଦା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ହାତୀ ‘ଯଶୋଦା’
ବାରିପଦା: ଆଖିବୁଜିଲା ହାତୀ ‘ଯଶୋଦା’ । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜେନାବିଲରେ ଯଶୋଦା ହାତୀର ମୃତ୍ୟୁ ହୋଇଛି । ଗତ ମାସ ୩୦ ତାରିଖରେ ଯଶୋଦା ହାତୀର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ଯଶୋଦାକୁ ୩୬ ବର୍ଷ ହୋଇଥିଲା ବୋଲି ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗଗିନେନି ଏହି ସୂଚନା ଦେଇଛନ୍ତି। ତେବେ ଚନ୍ଦକାରେ ଥିବା ବେଳେ ଯଶୋଦା ହାତୀ ଅସୁସ୍ଥ ହୋଇଥିଲା । ଶିମିଳିପାଳରେ ଯଶୋଦା ହାତୀର ଚିକିତ୍ସାଧୀନ […]