ଦିନ ଦ୍ବିପ୍ରହରରେ ଲୁଟ୍: ଶିକ୍ଷୟତ୍ରୀଙ୍କ ବେକରୁ ଅଢେଇ ଲକ୍ଷ ଟଙ୍କାର ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ

The Sakala Picture
Published On

କପ୍ତିପଦା:  ଆଜି ବୁଧବାର ସକାଳ ୧୦ କଟିକା ସମୟରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜଡ଼ିଦାର ସସ୍କୁତ ଶିକ୍ଷୟତ୍ରୀ ମିତାରାଣୀ ପରିଡା ଓ ହିଦୀ ଶିକ୍ଷୟତ୍ରୀ ସାବିତ୍ରୀ ଶତପଥୀ ଗୋଟିଏ ସ୍କୁଟି ଗାଡ଼ିରେ ସ୍କଲୁ ଆଭିମୁଖେ ଯାଉଥିବା ସମୟରେ ସ୍କୁଲ ଗେଟର ଅନତି ଦୂୃରରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅକ୍ରମଣ କରିଥିଲେ । ଅନ୍ୟ ଜଣେ ଗାଡ଼ିରେ ଅପେକ୍ଷା କରିଥିଲା । ହଠାତ୍ ଏହିଭଲି ଆକ୍ରମଣ ପାଇଁ ଶିକ୍ଷୟତ୍ରୀ ଦୁଇଜଣ ପ୍ରସ୍ତୁତ […]

କପ୍ତିପଦା:  ଆଜି ବୁଧବାର ସକାଳ ୧୦ କଟିକା ସମୟରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜଡ଼ିଦାର ସସ୍କୁତ ଶିକ୍ଷୟତ୍ରୀ ମିତାରାଣୀ ପରିଡା ଓ ହିଦୀ ଶିକ୍ଷୟତ୍ରୀ ସାବିତ୍ରୀ ଶତପଥୀ ଗୋଟିଏ ସ୍କୁଟି ଗାଡ଼ିରେ ସ୍କଲୁ ଆଭିମୁଖେ ଯାଉଥିବା ସମୟରେ ସ୍କୁଲ ଗେଟର ଅନତି ଦୂୃରରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅକ୍ରମଣ କରିଥିଲେ । ଅନ୍ୟ ଜଣେ ଗାଡ଼ିରେ ଅପେକ୍ଷା କରିଥିଲା । ହଠାତ୍ ଏହିଭଲି ଆକ୍ରମଣ ପାଇଁ ଶିକ୍ଷୟତ୍ରୀ ଦୁଇଜଣ ପ୍ରସ୍ତୁତ ନ ଥିବା ବେଳେ କିଛି ସମୟ ଧସ୍ତା ଧସ୍ତି ହୋଇଥିଲା । ତେବେ ଦୁର୍ବୃତ୍ତ ଉଭୟ ଶିକ୍ଷୟତ୍ରୀଙ୍କ ବେକରୁ ସୁନାଚେନ ଛିଡାଇ ନେଇଥିଲେ।  ଜାହାର ଆନୁମାନିକ ମୃଲ୍ୟ ଅଢେଇ ଲକ୍ଷ ଟଙ୍କା ହେବବୋଲି ଅନୁମାନ କରା ଯାଉଛି।

ଆହୁରି ପଢ଼ନ୍ତୁ: ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଅସୁସ୍ଥ ହେବା ଘଟଣା: ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

ଖବର ପାଇ, କପ୍ତିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କପ୍ତିପଦା ଅଞ୍ଚଳରେ ଦିନକୁ ଦିନ ଛିନ୍ତାଇ ଭଲି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ଲୁଟେରାକୁ ଧରିବାରେ କପ୍ତିପଦା ପୁଲିସ ବିଫଳ ହେଉଛି। ପୁଲିସକୁ ଖଲା ଚାଲେଞ୍ଜ ଦେଉଛି ଲୁଟେରା ।

12 Oct 2022 By The Sakala

ଦିନ ଦ୍ବିପ୍ରହରରେ ଲୁଟ୍: ଶିକ୍ଷୟତ୍ରୀଙ୍କ ବେକରୁ ଅଢେଇ ଲକ୍ଷ ଟଙ୍କାର ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ

କପ୍ତିପଦା:  ଆଜି ବୁଧବାର ସକାଳ ୧୦ କଟିକା ସମୟରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜଡ଼ିଦାର ସସ୍କୁତ ଶିକ୍ଷୟତ୍ରୀ ମିତାରାଣୀ ପରିଡା ଓ ହିଦୀ ଶିକ୍ଷୟତ୍ରୀ ସାବିତ୍ରୀ ଶତପଥୀ ଗୋଟିଏ ସ୍କୁଟି ଗାଡ଼ିରେ ସ୍କଲୁ ଆଭିମୁଖେ ଯାଉଥିବା ସମୟରେ ସ୍କୁଲ ଗେଟର ଅନତି ଦୂୃରରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅକ୍ରମଣ କରିଥିଲେ । ଅନ୍ୟ ଜଣେ ଗାଡ଼ିରେ ଅପେକ୍ଷା କରିଥିଲା । ହଠାତ୍ ଏହିଭଲି ଆକ୍ରମଣ ପାଇଁ ଶିକ୍ଷୟତ୍ରୀ ଦୁଇଜଣ ପ୍ରସ୍ତୁତ ନ ଥିବା ବେଳେ କିଛି ସମୟ ଧସ୍ତା ଧସ୍ତି ହୋଇଥିଲା । ତେବେ ଦୁର୍ବୃତ୍ତ ଉଭୟ ଶିକ୍ଷୟତ୍ରୀଙ୍କ ବେକରୁ ସୁନାଚେନ ଛିଡାଇ ନେଇଥିଲେ।  ଜାହାର ଆନୁମାନିକ ମୃଲ୍ୟ ଅଢେଇ ଲକ୍ଷ ଟଙ୍କା ହେବବୋଲି ଅନୁମାନ କରା ଯାଉଛି।

ଖବର ପାଇ, କପ୍ତିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କପ୍ତିପଦା ଅଞ୍ଚଳରେ ଦିନକୁ ଦିନ ଛିନ୍ତାଇ ଭଲି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ଲୁଟେରାକୁ ଧରିବାରେ କପ୍ତିପଦା ପୁଲିସ ବିଫଳ ହେଉଛି। ପୁଲିସକୁ ଖଲା ଚାଲେଞ୍ଜ ଦେଉଛି ଲୁଟେରା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର