ମାଲକାନଗିରି: ପିଅନର ଟାଙ୍ଗିଆ ଚୋଟରେ ଗୁରୁଜୀ ମୃତ । ଏଭଳି ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟରେ । ପିଅନ ନରେଶ କ୍ଷତ୍ରିୟଙ୍କ ଟାଙ୍ଗିଆ ଚୋଟରେ ଗୁରୁଜୀ ନିରାକାର ସେଠୀ ମୃତୁ ବରଣ କରିଛନ୍ତି । ଅଭିଯୁକ୍ତ ନରେଶ କ୍ଷତ୍ରିୟଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ପୂର୍ବଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ପୁଲିସ ପ୍ରାଥମିତ ତଦନ୍ତରୁ ଜାଣିବାକୁ ପାଇଛି ।
ପିଅନର ଟାଙ୍ଗିଆ ଚୋଟରେ ଗୁରୁଜୀ ମୃତ, ଅଭିଯୁକ୍ତ ଥାନାରେ ଅଟକ