ଡଙ୍ଗା ବୁଡ଼ି ୪ ନିଖୋଜ, ଅନ୍ୟ ୪ ଜଣ ପହଁରି ପହଁରି ପହଞ୍ଚିଲେ କୂଳରେ

କୋରାପୁଟ: ଡ଼ଙ୍ଗା ବୁଡି ୪ ନିଖୋଜ। କୋରପୁଟ ଜିଲ୍ଲା  କୋଲାବ ଜଲଭଣ୍ଡାର ତେନ୍ତୁଳିପଡା ଘାଟରେ ଡ଼ଙ୍ଗା ବୁଡି ୪ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ଉମ୍ବେଲଗ୍ରାମରୁ ଯାତ୍ରା ଦେଖି ନିଜ ଘରକୁ ସେମିଲିଗୁଡା ବ୍ଲକ ମୁଖିବିଡ଼ଇ ଗ୍ରାମକୁ ଫେରୁଥିବା ବେଳେ ଡ଼ଙ୍ଗାବୁଡି ଯାଇଥିଲା। ଡଙ୍ଗାରେ ୮ ଜଣ ରହିଥିଲେ। ତେବେ ୪ ଜଣ ଆରପାରିକୁ ପହଁରି ଜୀବନ ବଞ୍ଚାଇଥିବା ବେଳେ ଆଉ ୪ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି।

About The Author: The Sakala