ବିଦ୍ୟୁତ୍ ତାର ଲାଗି ୨ ହାତୀ ମୃତ, ବନବିଭାଗର ତଦନ୍ତ ଜାରି

କେନ୍ଦୁଝର: ରାଜ୍ୟରେ ପୁଣି ହାତୀ ମୃତ୍ୟୁ । ବିଦ୍ୟୁତ ତାର ଲାଗି ୨ ହାତୀଙ୍କ ମୃତ୍ୟୁ । ବିଦ୍ୟୁତ ଆଘାତରେ ୨ ମାଈ ହାତୀ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଜୁଡିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଭିତରରେ ଘଟିଛି ଏଭଳି ଅଘଟଣ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିପରି ଓ କେଉଁ ପରିସ୍ଥିତିରେ ହାତୀ ଦୁଇଟି ବିଦ୍ୟୁତ୍‌ ତାରରେ ଲାଗିଲେ ସେନେଇ ତଦନ୍ତ କରାଯିବ।

About The Author: The Sakala