ପାଣିରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ

କଳାହାଣ୍ଡି: ପାଣିରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର ଗାଁରେ ଅଘଟଣ। ଗାଁ ମୁଣ୍ଡ ପୋଖରୀକୁ ଗାଧୋଇବକୁ ଯାଇଥିବାବେଳେ ପାଣିରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ସୂଚନା। ଘଟଣା ସ୍ଥଳରେ ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କରିଥିବା ବେଳେ ଜଣଙ୍କର ବୟସ ୯ ଓ ଅନ୍ୟଜଣଙ୍କର ବୟସ ୧୨ ବର୍ଷ ବୋଲି ଜଣାପଡିଛି।

About The Author: The Sakala