ବାଇକ ଉପରେ ମାଡ଼ିଗଲା ହାଇୱା, ୨ ବାଇକ ଆରୋହୀଙ୍କ ମୃତ୍ୟୁ

ପାରାଦୀପ: ଜଗତସିଂହପରୁ ଜିଲ୍ଲା କୁଜଙ୍ଗ ୧୫ ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଉପରେ ଏକା ହାଇୱା ମାଡ଼ିଯାଇଛି। ଫଳରେ ଘଟଣାସ୍ଥଳରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ଘର ରଘୁନାଥପୁର ଓ ଅନ୍ୟ ଜଣଙ୍କ ଘର ଛନ୍ଦା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

About The Author: The Sakala