ଓଲଟିଲା ଗ୍ୟାସ୍ ଟ୍ୟାଙ୍କର: ଫୋନ ବ୍ୟବହାରରେ ଲାଗିଲା ରୋକ୍, ଘରେ ଚୁଲି ନ ଜାଳିବା ପାଇଁ ପରାମର୍ଶ

The Sakala Picture
Published On

ପାରାଦୀପ: ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟିଲା ଗ୍ୟାସ ଟ୍ୟାଙ୍କର। ପାରାଦୀପ ଆଇଓସିଏଲରୁ ଗ୍ୟାସ ନେଇ ଚଣ୍ଡିଖୋଲ ରାସ୍ତାରେ ଯିବା ବେଳେ ହାତୀଟାଙ୍କି ନିକଟରେ ଘଟିଛି ଏଭଳି ଘଟଣା। ଖବର ପାଇ ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଓ ପୁଲିସ ପହଞ୍ଚିଛି। ଉଭୟପଟ ରାସ୍ତାକୁ ସିଲ କରିଛି ପୁଲିସ। ଲୋକଙ୍କୁ ଟ୍ୟାଙ୍କର ନିକଟରୁ ୫୦୦ ମିଟର ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ୫୦୦ ମିଟର ଭିତରେ ମୋବାଇଲ ଫୋନ ବ୍ୟବହାରରେ ମଧ୍ୟ ରୋକ୍ […]

ପାରାଦୀପ: ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟିଲା ଗ୍ୟାସ ଟ୍ୟାଙ୍କର। ପାରାଦୀପ ଆଇଓସିଏଲରୁ ଗ୍ୟାସ ନେଇ ଚଣ୍ଡିଖୋଲ ରାସ୍ତାରେ ଯିବା ବେଳେ ହାତୀଟାଙ୍କି ନିକଟରେ ଘଟିଛି ଏଭଳି ଘଟଣା। ଖବର ପାଇ ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଓ ପୁଲିସ ପହଞ୍ଚିଛି। ଉଭୟପଟ ରାସ୍ତାକୁ ସିଲ କରିଛି ପୁଲିସ। ଲୋକଙ୍କୁ ଟ୍ୟାଙ୍କର ନିକଟରୁ ୫୦୦ ମିଟର ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ୫୦୦ ମିଟର ଭିତରେ ମୋବାଇଲ ଫୋନ ବ୍ୟବହାରରେ ମଧ୍ୟ ରୋକ୍ ଲଗାଯାଇଛି। ଘରେ ଚୁଲି ନ ଜାଳିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଏ ନେଇ ମାଇକ ଯୋଗେ  ଆଇଓସିଏଲର ଟେକ୍ନିକାଲ ଟିମ ଓ କୁଜଙ୍ଗ ଅଗ୍ନିଶମ ବିଭାଗ ସଚେତନ କରିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

10 Nov 2023 By The Sakala

ଓଲଟିଲା ଗ୍ୟାସ୍ ଟ୍ୟାଙ୍କର: ଫୋନ ବ୍ୟବହାରରେ ଲାଗିଲା ରୋକ୍, ଘରେ ଚୁଲି ନ ଜାଳିବା ପାଇଁ ପରାମର୍ଶ

ପାରାଦୀପ: ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟିଲା ଗ୍ୟାସ ଟ୍ୟାଙ୍କର। ପାରାଦୀପ ଆଇଓସିଏଲରୁ ଗ୍ୟାସ ନେଇ ଚଣ୍ଡିଖୋଲ ରାସ୍ତାରେ ଯିବା ବେଳେ ହାତୀଟାଙ୍କି ନିକଟରେ ଘଟିଛି ଏଭଳି ଘଟଣା। ଖବର ପାଇ ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଓ ପୁଲିସ ପହଞ୍ଚିଛି। ଉଭୟପଟ ରାସ୍ତାକୁ ସିଲ କରିଛି ପୁଲିସ। ଲୋକଙ୍କୁ ଟ୍ୟାଙ୍କର ନିକଟରୁ ୫୦୦ ମିଟର ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ୫୦୦ ମିଟର ଭିତରେ ମୋବାଇଲ ଫୋନ ବ୍ୟବହାରରେ ମଧ୍ୟ ରୋକ୍ ଲଗାଯାଇଛି। ଘରେ ଚୁଲି ନ ଜାଳିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଏ ନେଇ ମାଇକ ଯୋଗେ  ଆଇଓସିଏଲର ଟେକ୍ନିକାଲ ଟିମ ଓ କୁଜଙ୍ଗ ଅଗ୍ନିଶମ ବିଭାଗ ସଚେତନ କରିଛି।

https://www.thesakala.in/latest-odisha-news/jagatsinghpur/overturned-gas-tank-phone-usage-banned-500mtr/article-27183
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର