କରୋନା ପାଇଁ ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ

କଟକ: ଆଜିଠୁ ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ।  ହାଇକୋର୍ଟର କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି। During this period, only extremely urgent matters may be mentioned before the Registrar (Judicial) through email ohc.mentionmemos@gmail.com between 11 am to 12 Noon, explaining the extreme urgency. It will then be placed before the Hon'ble […]

କଟକ: ଆଜିଠୁ ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ।  ହାଇକୋର୍ଟର କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି।

ଏହି ସମୟରେ ଜରୁରୀ ମାମଲା ଶୁଣାଣି ହେବ। ରେଜିଷ୍ଟ୍ରାର ଜୁଡିସିଆଲଙ୍କ ନିକଟରେ ପୂର୍ବରୁ ଧାର୍ଯ୍ୟ ମାମଲା ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ଶୁଣାଣି ହେବ। ୨୮ ତାରିଖ ପରେ କୋର୍ଟ ଖୋଲିଲେ ସରକାରଙ୍କ ଲକଡାଉନ୍ ଅନୁଯାୟୀ କୋଭିଡ କଟକଣାରେ କୋର୍ଟ କାର୍ଯ୍ୟ ଚାଲିବ। ରାଜ୍ୟରେ କରାନା ସଂକ୍ରମଣ ବଢୁଥିବାରୁ ଲକଡାଉନ୍ ଜାରି ରହିଛି । ସେହିପରି ହାଇକୋର୍ଟରେ କିଛି ଆକ୍ରାନ୍ତ ଚିହ୍ନଟ ହେବା ପରେ ସପ୍ତାହକ ପାଇଁ ହାଇକୋର୍ଟକୁ ବନ୍ଦ କରାଯାଇଛି।

About The Author: The Sakala