ଗଞ୍ଜାମ: ଗଞ୍ଜାମା ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁରରେ ଅଭାବନୀୟ ଘଟଣା । ଋଣ ବୋଝ ସହିନପାରି ଦମ୍ପତିଙ୍କ ଆତ୍ମହତ୍ୟା। ମୃତ ଦମ୍ପତ୍ତି ହେଲେ ଲଡୁକିଶୋର ମହାରଣା ଓ ସଜନୀ ମହାରଣା । ଘରେ କେହି ନ ଥିବା ସମୟରେ କିଛି ବିଷାକ୍ତ ଦ୍ରବ୍ୟ ପାନ କରିଥିବା ସୂଚନା ।
ଖବର ଅନୁଯାୟୀ, ମୃତ ଦମ୍ପତ୍ତି ଗାଁରୁ ଗ୍ରୁପ ଲୋନ ନେଇଥିବା ବେଳେ ଏହାକୁ ପରିଶୋଧ କରିବାକୁ ନେଇ ଚିନ୍ତାରେ ଥିଲେ । ଗତ କିଛିଦିନ ପୂର୍ବରୁ ଲୋନ ପରିଶୋଧ କରିବା ନିମନ୍ତେ କିଛି ବ୍ୟକ୍ତି ମୃତକଙ୍କ ଘରୁ ଆସି ଟଙ୍କା ମାଗିଥିଲେ । ଘର କବାଟ ନ ଖୋଲିବାରୁ ସ୍ଥାନୀୟ ଲୋକେ ଘରେ ପଶି ଦେଖିଲା ବେଳକୁ ଉଭୟେ ବିଷ ପାନ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଲୋନ ନେବା ହେଲା କାଳ, ଋଣ ବୋଝ ସହିନପାରି ଆତ୍ମହାତ୍ୟା କଲେ ଦମ୍ପତି…
ଗଞ୍ଜାମ: ଗଞ୍ଜାମା ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁରରେ ଅଭାବନୀୟ ଘଟଣା । ଋଣ ବୋଝ ସହିନପାରି ଦମ୍ପତିଙ୍କ ଆତ୍ମହତ୍ୟା। ମୃତ ଦମ୍ପତ୍ତି ହେଲେ ଲଡୁକିଶୋର ମହାରଣା ଓ ସଜନୀ ମହାରଣା । ଘରେ କେହି ନ ଥିବା ସମୟରେ କିଛି ବିଷାକ୍ତ ଦ୍ରବ୍ୟ ପାନ କରିଥିବା ସୂଚନା । ଖବର ଅନୁଯାୟୀ, ମୃତ ଦମ୍ପତ୍ତି ଗାଁରୁ ଗ୍ରୁପ ଲୋନ ନେଇଥିବା ବେଳେ ଏହାକୁ ପରିଶୋଧ କରିବାକୁ ନେଇ ଚିନ୍ତାରେ ଥିଲେ । ଗତ କିଛିଦିନ ପୂର୍ବରୁ […]