ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଫ୍ଲିପକାର୍ଟକୁ ଜରିମାନା: ୭ହଜାର ୯୯୯ ପାଇଁ ଗଣିବାକୁ ପଡ଼ିବ ୪୫,୧୫୯ ଟଙ୍କା

କଟକ: ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଫ୍ଲିପକାର୍ଟକୁ ଜରିମାନା । କଟକ ଜିଲ୍ଲା କଞ୍ଜ୍ଯୁମର କୋର୍ଟ  ଅର୍ଥାତ ଖାଉଟି ଅଦାଲତ ଫ୍ଲିପକାର୍ଟରୁ ଜରିମାନା କରିଛନ୍ତି। କଟକ ସିଡିଏର ସୀମାଞ୍ଚଳ ରଥ ୨ ବର୍ଷ ତଳେ ଫିଲ୍ପକାର୍ଟରୁ ଏକ LED  ଟିଭି କିଣିଥିଲେ। ଉକ୍ତ ଟିଭିଟି ଦୁଇମାସ ଚାଲିବା ପରେ ଖରାପ ହୋଇଯାଇଥିଲା । ଦୀର୍ଘ ଦୁଇ ବର୍ଷରୁ ଅଧିକ ଦିନ ମାମଲା କୋର୍ଟରେ ଚାଲିବା ପରେ ଉକ୍ତ ଗ୍ରହକଙ୍କୁ ସୁଦ୍ଧ ମୂଳ ସହ ବାର୍ଷିକ ୯% ସୁଧରେ ମୋଟ […]

କଟକ: ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଫ୍ଲିପକାର୍ଟକୁ ଜରିମାନା । କଟକ ଜିଲ୍ଲା କଞ୍ଜ୍ଯୁମର କୋର୍ଟ  ଅର୍ଥାତ ଖାଉଟି ଅଦାଲତ ଫ୍ଲିପକାର୍ଟରୁ ଜରିମାନା କରିଛନ୍ତି। କଟକ ସିଡିଏର ସୀମାଞ୍ଚଳ ରଥ ୨ ବର୍ଷ ତଳେ ଫିଲ୍ପକାର୍ଟରୁ ଏକ LED  ଟିଭି କିଣିଥିଲେ। ଉକ୍ତ ଟିଭିଟି ଦୁଇମାସ ଚାଲିବା ପରେ ଖରାପ ହୋଇଯାଇଥିଲା । ଦୀର୍ଘ ଦୁଇ ବର୍ଷରୁ ଅଧିକ ଦିନ ମାମଲା କୋର୍ଟରେ ଚାଲିବା ପରେ ଉକ୍ତ ଗ୍ରହକଙ୍କୁ ସୁଦ୍ଧ ମୂଳ ସହ ବାର୍ଷିକ ୯% ସୁଧରେ ମୋଟ ୪୫,୧୫୯  ଟଙ୍କା ଉକ୍ତ ଗ୍ରାହକଙ୍କୁ ଦେବାପାଇଁ ଫ୍ଲିପକାର୍ଟକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।

ସୀମାଞ୍ଚଳ ଉକ୍ତ ଟିଭିଟିକୁ ତା- ୧୫.୧୧.୧୯ ରେ ୭୯୯୯ ଟଙ୍କା ମୂଲ୍ୟରେ ଫ୍ଲିପକାର୍ଟରୁ କିଣିଥିଲେ ।

 

About The Author: The Sakala