ନକଲି କାରବାରରେ ସୀମା ଟପିଲା କଟକ । କଟକରେ ୬୯ ଲକ୍ଷ ଟଙ୍କାର ନକଲି କରୋନା ମେଡିସିନ୍ ଜବତ କଲା ଡ୍ରଗ ଡିପାଟମେଣ୍ଟ । କନିକାଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲ ଗୋଦାମ ଉପରେ ଜିଲ୍ଲା ଡ୍ରଗ ଡିପାଟମେଣ୍ଟର ଚଢ଼ାଉ । ୬୯ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଛି । ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ନାମକ କମ୍ପାନୀରୁ ଏହି ଔଷଧ ଆସୁଥିଲା।ହୋଲସେଲର ବିରୁଦ୍ଧରେ ଡ୍ରଗ ଆଣ୍ଡ କସମେଟିକ ଆଇନ ମୁତାବକ କଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
୬୯ ଲକ୍ଷ ଟଙ୍କାର ନକଲି କରୋନା ମେଡିସିନ୍ ଜବତ
ନକଲି କାରବାରରେ ସୀମା ଟପିଲା କଟକ । କଟକରେ ୬୯ ଲକ୍ଷ ଟଙ୍କାର ନକଲି କରୋନା ମେଡିସିନ୍ ଜବତ କଲା ଡ୍ରଗ ଡିପାଟମେଣ୍ଟ । କନିକାଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲ ଗୋଦାମ ଉପରେ ଜିଲ୍ଲା ଡ୍ରଗ ଡିପାଟମେଣ୍ଟର ଚଢ଼ାଉ । ୬୯ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଛି । ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ନାମକ କମ୍ପାନୀରୁ ଏହି ଔଷଧ ଆସୁଥିଲା।ହୋଲସେଲର ବିରୁଦ୍ଧରେ ଡ୍ରଗ ଆଣ୍ଡ କସମେଟିକ ଆଇନ ମୁତାବକ […]