ପୁଣି ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ

ଢେଙ୍କାନାଳ: ପୁଣି ବିଦ୍ୟୁତ ଆଘାତରେ ଏକ ହାତୀର ମୃତ୍ୟୁ ଘଟିଛି।  ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ବୋରପଦା ଖମାର ଜଙ୍ଗଲରେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତୁ ହୋଇଛି। ଏହାପରେ ଉକ୍ତ ସ୍ଥାନରେ ୨୮ ଟିକିଆ ହାତୀପଲ ଘେରି ରହିଥିବା ଜଣାପଡ଼ିଛି। ବନ ବିଭାଗର କର୍ମଚାରୀଙ୍କୁ ଜଙ୍ଗଲରେ ହାତୀ ପଲ ଗୋଡାଇଥିଲା । ଫଳରେ ଘଟଣା ସ୍ଥଳରୁ ଅର୍ଥାତ ଜଙ୍ଗଲ ଭିତରୁ ବନକର୍ମଚାରୀମାନେ ଫେରି ଆସିଛନ୍ତି। ମୃତ ମାଈ ହାତୀର ବୟସ ୧୫ ବର୍ଷ ବୋଲି […]

ଢେଙ୍କାନାଳ: ପୁଣି ବିଦ୍ୟୁତ ଆଘାତରେ ଏକ ହାତୀର ମୃତ୍ୟୁ ଘଟିଛି।  ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ବୋରପଦା ଖମାର ଜଙ୍ଗଲରେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତୁ ହୋଇଛି। ଏହାପରେ ଉକ୍ତ ସ୍ଥାନରେ ୨୮ ଟିକିଆ ହାତୀପଲ ଘେରି ରହିଥିବା ଜଣାପଡ଼ିଛି। ବନ ବିଭାଗର କର୍ମଚାରୀଙ୍କୁ ଜଙ୍ଗଲରେ ହାତୀ ପଲ ଗୋଡାଇଥିଲା । ଫଳରେ ଘଟଣା ସ୍ଥଳରୁ ଅର୍ଥାତ ଜଙ୍ଗଲ ଭିତରୁ ବନକର୍ମଚାରୀମାନେ ଫେରି ଆସିଛନ୍ତି। ମୃତ ମାଈ ହାତୀର ବୟସ ୧୫ ବର୍ଷ ବୋଲି ଅନୁମାନ କରାଯାଉଛି।

About The Author: The Sakala